Browsing Tag

shreenagar news

ଜାମ୍ମୁ କାଶ୍ମୀରର ଲେହଠାରେ ଭୂମିକମ୍ପ ଅନୁଭୂତ

ଶ୍ରୀନଗର : ଆଜି ସକାଳ ୭ଟା ୨୯ ମିନିଟ୍‌ରେ ଜାମ୍ମୁ କାଶ୍ମୀରର ଲେହଠାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଏହାର କେନ୍ଦ୍ର ଅଞ୍ଚଳରୁ ୧୮୬ କି.ମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜୀ
Read More...

ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ପୋଲିସ ଦ୍ୱାରା ସଂଗୃହୀତ ନିର୍ଦ୍ଧିଷ୍ଟ ସୂଚନାକୁ ଆଧାର କରି ପୋଲିସ ଏବଂ ସିଆରପିଏଫର ମିଳିତ ଏକ ଟିମ୍ ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ କର୍ଡ଼ନ୍-ଆଣ୍ଡ-ସର୍ଚ୍ଚ
Read More...

ସୁରକ୍ଷା ବାହିନୀଙ୍କ ଗୁଳିରେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ନିହତ ଆତଙ୍କବାଦୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନଥିବା ବଳେ ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ଏହି ଅଞ୍ଚଳରେ ଲୁଚି ରହିଥିବା
Read More...

ସୁରକ୍ଷାକର୍ମୀ‌ଙ୍କ ଗୁଳିରେ ଟଳିପଡିଲେ ୩ କୁଖ୍ୟାତ ଆତଙ୍କବାଦୀ

ଶ୍ରୀନଗର : ସୁରକ୍ଷାକର୍ମୀ‌ଙ୍କ ଗୁଳିରେ ଟଳିପଡିଲେ ୩ କୁଖ୍ୟାତ ଆତଙ୍କବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଦକ୍ଷିଣ କାଶ୍ମୀରର ସୋପିୟାନର ହାଦିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଜାଣି ସେନା ପକ୍ଷରୁ କମ୍ୱିଂ ଅପରେସନ୍କ ରାଯାଇଥିଲା । ତେବେ ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ
Read More...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା : ୪ ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ଅନନ୍ତନାଗର ଶାଲଗୁଲ ଜଙ୍ଗଲରେ ଆଜି ସକାଳେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସିଆରପିଏଫ ଯବାନ ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଜଙ୍ଗଲ ମଧ୍ୟରେ ଆତଙ୍କବାଦୀ ଲୁଚିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ କର୍ଡନ କରି
Read More...