ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ
ସାନଖେମୁଣ୍ଡି : ୧୮୦ କେଜି ଗଞ୍ଜେଇ ସହ ଏକ ଟାଟା ଏସି ଗାଡି ଜବତ କରିଛି ଗଞ୍ଜାମ ପୋଲିସ । ଏଥିସହ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କଂସାମାରିରୁ ଶବରପଲି ରାସ୍ତାରେ ଟାଟା ଏସିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପାଟପୁର ଥାନା ଅଧିକାରୀ ଅତର୍କିତ!-->…
Read More...
Read More...