ଜଙ୍ଗଲରୁ ୧୯,୨୦୦ ଗଞ୍ଜେଇ ଗଛ ନଷ୍ଟ
ସାନଖେମୁଣ୍ଡି : ସାନଖେମୁଣ୍ଡି ପଟିଗୁଡା ରଘୁନାଥପୁର ପାହାଡ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ । ଏହି ଜଙ୍ଗଲ ପାହାଡିଆ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବିଭାଗ । ଏନେଇ ଅବକାରୀ କମିଶନର ଆଶିଷ!-->…
Read More...
Read More...