Browsing Tag

sambalpur news

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ

ସମ୍ବଲପୁର, (କେପିଏନ୍‌ଏସ୍‌) : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଠୁ ବାହାରିଛନ୍ତି ତିନି ଦିନିଆଁ ପଶ୍ଚିମ ଓଡିଶା ଗସ୍ତରେ । ଶ୍ରୀ ମହାନ୍ତିଙ୍କ ସହିତ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଆଜି ଭୁବନେଶ୍ୱରରୁ ରେଳ ଯୋଗେ ଆସି ମଧ୍ୟାହ୍ନରେ ସମ୍ବଲପୁରରେ ପହଞ୍ଚି ଥିଲେ । ସମ୍ବଲପୁର
Read More...

ସମ୍ବଲପୁର ସହରରେ ପୁଣି ଏକ ହତ୍ୟାକାଣ୍ଡ

ସ‌ମ୍ବଲପୁର, (ପ୍ରଶା‌ନ୍ତ ମାଝୀ) : ସହରର ଟାଉନ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ଼ କଲୋନୀ ସମ୍ମୁଖରେ ଗତକାଲି ସନ୍ଧ୍ୟା ୮ ଟାରେ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଭୀମସେନ ଗୁରୁ । ହତ୍ୟାକାରୀଙ୍କୁ ଶୀଘ୍ର ଧରାଯିବା ସହ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି
Read More...

କଳା ଓ କଳାକାର ପକ୍ଷରୁ ଚିତ୍ରକଳା କର୍ମଶାଳା ‘ମାଇଁ ଡ୍ରିମ୍‌, ମାଇଁ ଭିଜନ୍‌’ ଅନୁଷ୍ଠିତ

ସମ୍ବଲପୁର, (ପ୍ରଶାନ୍ତ ମାଝୀ) : ସମ୍ବଲପୁରର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ‘କଳା ଓ କଳାକାର’ ପକ୍ଷରୁ ସ୍ଥାନୀୟ କଚେରୀ ଛକରେ ଏକ ଚିତ୍ରକଳା କର୍ମଶାଳା ‘ମାଇଁ ଡିମ୍‌, ମାଇଁ ଭିଜନ୍‌’ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବରିଷ୍ଠ ଚିତ୍ରଶିଳ୍ପୀ ବରଦା ମାଧବ ଗୁରୁ ଉଦ୍‌ଘାଟନ କରିଥିଲେ ।
Read More...

କଳା ଓ କଳାକାର ପକ୍ଷରୁ ଏକ ଚିତ୍ରକଳା କର୍ମଶାଳା ଆସନ୍ତା କାଲି

ସମ୍ବଲପୁର, (ପ୍ରଶା‌ନ୍ତ ମାଝୀ) : ଆସନ୍ତା ରବିବାର ସକାଳ ୧୦ଟା ୩୦ମି. ସମୟରେ ସ୍ଥାନୀୟ କଚରି ଛକ ଠାରେ ସମ୍ବଲପୁରର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ କଳା ଓ କଳାକାର ପକ୍ଷରୁ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ଅନୁଷ୍ଠାନର ୩୦ରୁ ଅଧିକ ନବୀନ ପ୍ରବୀଣ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ
Read More...

ସ୍ଥାୟୀ ନିଯୁକ୍ତି ଦାବୀରେ ବୁର୍ଲା ମେଡ଼ିକାଲର ଏଏନ୍‌ଏମ୍ କର୍ମୀଙ୍କ ଧାରଣା

ସମ୍ବଲପୁର : ସ୍ଥାୟୀ ନିଯୁକ୍ତି ଦାବୀରେ ସମ୍ବଲପୁର ବୁର୍ଲାରେ କୋଭିଡ଼ ଯୋଦ୍ଧାଙ୍କ ଆନ୍ଦୋଳନ ଚାଲିଥିବା ସୂଚନା ମିଳିଛି । ଧାରଣାରେ ବସିଛନ୍ତି ବୁର୍ଲା ମେଡ଼ିକାଲର ୫୦ରୁ ଅଧିକ ଏଏନ୍‌ଏମ୍ କର୍ମୀ । ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଡ୍ୟୁଟି କରିଥିବା ଏଏନ୍‌ଏମ୍‌ କର୍ମୀମାନେ ନୂଆ ନିଯୁକ୍ତି
Read More...

‘କୌନ୍‌ ବନେଗା କରୋଡପତି’ରେ ଡ. ସସ୍ମିତା କର

ସମ୍ବଲପୁର, (କେପିଏନ୍‌ଏସ୍‌) : ଲୋକପ୍ରିୟ ରିୟଲିଟି ସୋ ‘କୌନ୍‌ ବନେଗା କରୋଡପତି’ (କେବିସି)ରେ ସମ୍ବଲପୁରର ବୋହୁ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଶିକ୍ଷା ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର ଡ. ସସ୍ମିତା କର ଭାଗ ନେଇଥିବା ବେଳେ ୩ ଲକ୍ଷ ୨୦ ହଜାର ଟଙ୍କା ଜିତିଥିବା ସୂଚନାରେ
Read More...

ଅନିଳା ଆର୍ଟ ଫାଉଣ୍ଡେସନ ମଲ୍ଲିକାପୁର ଦ୍ୱାରା ଶୀଳ୍ପୀ ସମ୍ବର୍ଦ୍ଧନା ଉତ୍ସବ

ସମ୍ବଲପୁର, (ପ୍ରଶା‌ନ୍ତ ମାଝୀ) : ସ୍ଥାନୀୟ ନିଶିଗନ୍ଧା ପ୍ରେକ୍ଷାଳୟରେ ଅନିଳା ଆର୍ଟ ଫାଉଣ୍ଡେସନ ମଲ୍ଲିକାପୁର, ଯାଜପୁର ଦ୍ୱାରା ବରିଷ୍ଠ ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ସ୍ଥାନୀୟ ସମ୍ବଲପୁର ଓ ବୁର୍ଲାର ଚିତ୍ରଶିଳ୍ପୀମାନେ ଯୋଗଦେଇ
Read More...

କବି ତଥା ସାମ୍ବାଦିକ ଦାମୋଦର ପଣ୍ଡାଙ୍କ ହୃଦ୍‌ଘାତରେ ଦେହାନ୍ତ

ସମ୍ବଲପୁର, (କେପିଏନ୍‌ଏସ୍‌) : କବି ତଥା ସାମ୍ବାଦିକ ଦାମୋଦର ପଣ୍ଡା(୬୮)ଙ୍କ ଆଜି ଅପରାହ୍ନ ସାଢେ଼ ୫ଟାରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିବା ଖବର ମିଳିଛି । ଏଇ ନିକଟରେ ତାଙ୍କ ଶତାୟୁ ମାଆଙ୍କ ବିୟୋଗ ଘଟିଥିଲା । ଆଜି ତାଙ୍କ ଆକସ୍ମିକ ମୃତ୍ୟୁ ସାରା ସମ୍ବଲପୁର ସହରକୁ ସ୍ତବ୍ଧ କରିଦେଇଛି ।
Read More...

ରାସ୍ତା ଉପରେ ପାର୍କିଂ ହୋଇଥିବା କାର୍ ଜଳିଗଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ରାସ୍ତା ଉପରେ ପାର୍କିଂ ହୋଇଥିବା କାର୍ ହଠାତ୍‌ ନିଆଁ ଲାଗି ଜଳି ଯାଇଥିବା ଦେଖିବାକୁ ମିଳିଛି । ୫୩ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ବରେଇପାଲି ନିକଟରେ ଏହି ଘଟଣା ଘଟିଥିବା ଜରାପଡ଼ିଛି । । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା
Read More...

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର, (ଦାମୋଦର ପଣ୍ଡା) : ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସମ୍ବଲପୁର ଜିଲା ବୁର୍ଲାର ମିର୍ଧାପଡା ନିକଟରେ ଏକ ବିଲ ଭିତରେ ଥିବା ଗଛରୁ ଆଜି ଅନିରୁଦ୍ଧ ପଞ୍ଚବିହାର(୩୨)ଙ୍କ ସନ୍ଦେହଜନକ ତଥା ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
Read More...