୨୮ଟି ଚୋରା ବାଇକ୍ ଜବତ : ୨ ଗିରଫ
ସମ୍ବଲପୁର : ଜଙ୍ଗଲରୁ ମିଳିଲା ୨୮ଟି ଚୋରା ବାଇକ୍ । ୨ ଅଭିଯୁକ୍ତ ଗିରଫ । ସମ୍ବଲପୁର ଯୁଯୁମୁରା ଜାରଙ୍ଗ ଜଙ୍ଗଲରୁ ୨୮ଟି ଚୋରା ବାଇକ୍ ଜବତ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ରାମକୁମାର ପଣ୍ଡା ଓ ସର୍ଦ୍ଦୁଲ ଗାଇଗୋରିଆ । ଉଭୟ ମିଶି ଚୋରା ବାଇକ୍ ସିଣ୍ଡିକେଟ ଚଳାଉଥିବା ତଦନ୍ତ ବେଳେ!-->…
Read More...
Read More...