ରାଜ୍ୟସ୍ତରୀୟ କାର୍ଟୁନ୍ ପ୍ରଦର୍ଶନୀରେ ପଶ୍ଚିମ ଓଡ଼ିଶାର ବ୍ୟଙ୍ଗ ଚିତ୍ର ଶିଳ୍ପୀ
ସମ୍ବଲପୁର : ବିଶ୍ୱ କାର୍ଟୁନ୍ ଦିବସ ଅବସରରେ ଗତ ୬ ଓ ୭ ତାରିଖ ଦୁଇଦିନ ଧରି ଓଡ଼ିଶା କାର୍ଟୁନ୍ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ!-->…
Read More...
Read More...