Browsing Tag

sambalpur news

ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମ୍ବଲପୁର ସିନ୍ଦୁରପଙ୍କ କୁଦୋପାଲି ବ୍ରିଜରେ ଏହି ଅଘଟଣା ଘଟିଛି । ତେବେ ମିଳିଥିବା ଖବର ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ମା କ୍ଷୀର ଅମୃତ ସମାନ । ମା'ର କଷକ୍ଷୀର ସନ୍ତାନ ପାଉଁ ସର୍ବୋକୃଷ୍ଟ । ଶିଶୁର ସମସ୍ତ ଆବଶ୍ୟକତାକୁ ପୂରଣ କରିଥାଏ । ତେଣୁ ଉଭୟ ଗର୍ଭବତୀ ଓ ପ୍ରସୂତୀଙ୍କୁ ପରାମର୍ଶ ଓ ଉପାଦେୟତା ବିଷୟରେ ସଚେତନତା ଜରୁରୀ ବୋଲି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବାର୍ତ୍ତା
Read More...

ହୀରାକୁଦରୁ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା କମିଯାଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଏବେ ପୂର୍ବାପେକ୍ଷା ଜଳ କମ ପ୍ରବେଶ କରୁଛି । ତେଣୁ ଜଳଭଣ୍ଡାରରୁ ୩ଟି ଗେଟ୍‌ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ଜଳଭଣ୍ଡାରରୁ ୭ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି । ବାମପାର୍ଶ୍ବରୁ ୪ଟି ଓ ଡାହାଣ ପାର୍ଶ୍ବରୁ
Read More...

ଟାଉନ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର : ଟାଉନ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ପୁଲିସ ପକ୍ଷରୁ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ଲକ୍ଷ୍ୟ ନେଇ ନିୟମିତ ରକ୍ତଦାନ ଶିବିର ମାନ ଆୟୋଜିତ ହୋଇ ଆସୁଛି । ଏହି କ୍ରମରେ ସମ୍ବଲପୁରର ଟାଉନ ଥାନା ପକ୍ଷରୁ ଶୁକ୍ରବାର ଏକ ରକ୍ତଦାନ ଶିବିର
Read More...

ବାମରା ମୁକ୍ତିଧାମ ନିର୍ମାଣ କମିଟି ଦ୍ୱାରା ୪ ସୁତ୍ର ଦାବୀ ନେଇ ୨୮ ଜୁଲାଇରୁ ବାମରା ବନ୍ଦ ଡାକରା

ସମ୍ବଲପୁର : ବାମରା ଗୋବିନ୍ଦପୁର କଲ୍ୟାଣ ମଣ୍ଡପଠାରେ ବାମରା ନାଗରିକ କମିଟିର ତତ୍ୱାବଧାନରେ ମୁକ୍ତିଧାମ ନିର୍ମାଣ କମିଟି, ରେଳ କ୍ରିୟାନୁଷ୍ଠାନ କମିଟି, ବାମରା ବଣିକ ସଂଘ ଓ ଅନ୍ୟ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୨୦୦ ବର୍ଷ ପୁରୁଣା ଷ୍ଟେସନ
Read More...

ପୂର୍ବତନ ନୌସେନା ଅଧିକାରୀଙ୍କ ଦେହାନ୍ତ

ସମ୍ବଲପୁର : ସମ୍ବଲପୁର ମାଝିପାଲି ନିବାସୀ ପୂର୍ବତନ ନୌସେନା ଅଧିକାରୀ ବିଜୟ ପଟେଲ(୭୦)ଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ନୂଆପଡା ଜିଲ୍ଲାର ରାଜଖରିଆର ମୂଳ ନିବାସୀ ସ୍ୱର୍ଗତ ପଟେଲ ଭାରତୀୟ ନୌସେନାରୁ କ୍ୟାପଟେନ୍‌ ରୂପେ ଅବସର ଗ୍ରହଣ କରିବା ପରେ ସମ୍ବଲପୁରର ମାଝିପାଲିଠାରେ ରହି
Read More...

ଉଦାହରଣ ସୃଷ୍ଟି କଲେ ସ୍ୱେଚ୍ଛାସେବୀ : ରାସ୍ତାରେ ହୋଇଥିବା ବିରାଟ ଗର୍ତ୍ତକୁ ନିଜେ ମରାମତି କରି ବନ୍ଦ୍ କଲେ

ସମ୍ୱଲପୁର : ଉଦାହରଣ ସୃଷ୍ଟି କଲେ ସ୍ୱେଚ୍ଛାସେବୀ । କିଛି ଦିନ ପୂର୍ବେ ହୀରାକୁଦ-ରେମେଡ ମୁଖ୍ୟ ରାସ୍ତାରେ ଭଙ୍ଗାମୁଣ୍ଡା‌ ସ୍ଥିତ ରେଳବାଇ ଫାଟକଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ବିଭିନ୍ନ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଆସୁଥିଲା । ବାରମ୍ବାର ଅଭିଯୋଗ ସତ୍ତ୍ୱେ
Read More...

କେନାଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ନ୍ୟାୟ ପାଇଁ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ସମ୍ବଲପୁର : କେନାଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିବାର ଲୋକେ ନ୍ୟାୟ ପାଇଁ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଯୁଯୁମୁରା ଥାନା ଥାପାପଡ଼ା କେନାଲ ନିକଟରୁ ରବିବାର ଲିପିଣ୍ଡା ଗ୍ରାମର ଶଙ୍କର ପ୍ରଧାନ(୩୪)ଙ୍କ ମୃତଦେହ ଉଦ୍ଧାର
Read More...

କାର୍‌ ସ୍କୁଟି ଧକ୍କା : ୧ ଗୁରୁତର

ସମ୍ବଲପୁର : ଅଇଁଠାପାଲି ଥାନା ଫାଟକ ଓଭରବ୍ରିଜ୍‌ ନିକଟରେ ମଙ୍ଗଳବାର ଦିନ ଏକ କାର୍‌ ଏକ ସ୍କୁଟିକୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ସ୍କୁଟି ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ପୁଲିସ ଇଆର୍‌ଭି ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ
Read More...

ପତଙ୍ଗ ଅନୁଷ୍ଠାନର ପଞ୍ଚାୟତସ୍ତରୀୟ ଶିଶୁମେଳା ଅନୁଷ୍ଠିତ

ସମ୍ବଲପୁର : ପତଙ୍ଗ ଅନୁଷ୍ଠାନର ଯୁବ ସ୍ୱେଚ୍ଛାସେବୀ ଓ କେଏନଏଚର ମିଳିତ ଆନୁକୂଲ୍ୟରେ ପଞ୍ଚାୟତସ୍ତରୀୟ ଶିଶୁମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲାର ନୂଆ ବରଙ୍ଗାମାଲ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଧାଧଲୋମୁଣ୍ଡା ଗ୍ରାମଠାରେ ପଞ୍ଚାୟତସ୍ତରୀୟ ଶିଶୁମେଳା ପତଙ୍ଗ ଅନୁଷ୍ଠାନର ଯୁବ
Read More...