Browsing Tag

sambalpur news

୪୭୦ କୁଇଣ୍ଟାଲ ଧାନ ପୋଡି ନଷ୍ଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ ବିଲରେ ଧାନ ଅମଳ ସମୟରେ ଟ୍ରେସର ମେଶିନରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ମେଶିନ ସହ ଟ୍ରାକ୍ଟର ପୋଡି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ୪ ଜଣ ଚାଷୀଙ୍କ ଅମଳ ଧାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି
Read More...

ଡେବ୍ରିଗଡରେ ମହାବଳ ବାଘ ବୁଲୁଥିବା ନେଇ ଫଟୋ ଜାରି କଲା ହୀରାକୁଦ ବନ୍ୟପ୍ରାଣୀ ବିଭାଗ

ସମ୍ବଲପୁର : ଡେବ୍ରିଗଡରେ ମହାବଳ ବାଘ । ଗତ ୧ ତାରିଖରେ ମହାବଳକୁ ଦେଖିଛନ୍ତି ପର୍ଯ୍ୟଟକ ଓ ବନ ବିଭାଗ କର୍ମଚାରୀ । ଏନେଇ ଫଟୋ ଜାରି କରିଛି ହୀରାକୁଦ ବନ୍ୟପ୍ରାଣୀ । ଗତ ୫ ବର୍ଷ ପରେ ଏଠାରେ ମହାବଳ ଦେଖିବାକୁ ମିଳିଥିବା ନେଇ ଡିଏଫ୍‌ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ପୂର୍ବରୁ
Read More...

ନାଇଟ୍ କୋଚ୍ ବସ୍‌ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର

ସମ୍ଵଲପୁର : ବୁର୍ଲାରୁ ଭୁବନେଶ୍ୱର ଅଭିମୁଖେ ଚାଲୁଥିବା ଘରୋଇ ବସ୍ ନାଗରାଜରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବସ୍‌ଟି ଗୁରୁବାର ଭୁବନେଶ୍ୱର ନଯାଇ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବଲପୁରରେ ଇକୋ ରିଟ୍ରିଟ ଉଦ୍‌ଘାଟିତ

ସମ୍ବଲପୁର : ସ୍ଥାନୀୟ ଜମାଦାରପାଲିଠାରେ ଲଗାତାର ତୃତୀୟ ବର୍ଷ ପାଇଁ ଇକୋ ରିଟ୍ରିଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଯୋଗେ ଏହାର ଉଦ୍‌ଘାଟନ କରିଥିଲେ । ସମ୍ବଲପୁରରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଅନନ୍ୟା ଦାସ ଓ
Read More...

ବିର୍ସା ବନ୍ଧୁ ସମ୍ମାନ ୨୦୨୨ ପାଇଲେ କବି ନିଳାଦ୍ରୀଭୂଷଣ ମହାପାତ୍ର

ସମ୍ବଲପୁର, (କେପିଏନ୍‌ଏସ୍‌) : ନିତିଆ ମୁଣ୍ଡା ଫାର୍ମ ହାଉସ, ଚାରିବାଟି, ରେଢାଖୋଲ, ସମ୍ବଲପୁର ପକ୍ଷରୁ ଅନୁଷ୍ଠିତ ବିର୍ସା ମୁଣ୍ଡା ଜୟନ୍ତୀ ୨୦୨୨ରେ ବିର୍ସା ବନ୍ଧୁ ସମ୍ମାନ ୨୦୨୨ ପାଇଲେ କବି ତଥା ସମାଜସେବୀ ନିଳାଦ୍ରୀଭୂଷଣ ମହାପାତ୍ର । ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ଓ ସାଂଗଠନିକ
Read More...

୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା

ପୃଥକ ରାଜ୍ୟ ଓ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବୀ ସମ୍ଵଲପୁର : ବୁଧବାର ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ନାଗରିକ କମିଟିର ଆହ୍ଵାନ କ୍ରମେ ଏହି ବନ୍ଦ ପାଳନ କରାଯାଉଛି । ପଶ୍ଚିମ ଓଡ଼ିଶାକୁ ପୃଥକ ରାଜ୍ୟ ଓ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବୀ ନେଇ ଏହି ବନ୍ଦ ପାଳନ କରାଯାଉଛି
Read More...

ବରିଷ୍ଠ ଫଟୋଗ୍ରାଫର କରୁଣାକର ଶତପଥୀ ରାଜ୍ୟସ୍ତରରେ ସମ୍ମାନିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି, ଖଣ୍ଡଗିରି କଳିଙ୍ଗନଗର କନଫରେନ୍ସ ହଲଠାରେ ଶୁକ୍ରବାର ଦିନ ଫଟୋଗ୍ରାଫ ଏସୋସିଏସନ୍‌ ଅଫ୍‌ ଓଡିଶା ଆନୁକୂଲ୍ୟରେ ମେଗା ଫଟୋଟ୍ରେଡ ଫେୟାର ଅବସରରେ ଆୟୋଜିତ ‘ଏକ୍ସପୋ-୨୦୨୨’ର ଉଦ୍‌ଘାଟନୀ ଉତ୍ସବରେ ସମ୍ବଲପୁରର ବରିଷ୍ଠ
Read More...

ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍, ଜଣେ ମୃତ ୨୨ ଆହତ

ସମ୍ୱଲପୁର : ସମ୍ୱଲପୁର ଠେଲକୋଇ ଥାନା ଖିଣ୍ଡା ଛକ ନିକଟରେ ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଏବଂ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,
Read More...

ବିଶ୍ଵ ହାତ ଧୁଆ ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ ଧନକଉଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ଵ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ୱର୍ଲ୍ଡ ଭିଜନ ସମ୍ବଲପୁର ଓ ୟୁପିଏଚ୍‌ସି ଧନକଉଡ଼ାର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଡିକାଲ ଅଫିସର ଡାକ୍ତର ଦିଲିପ କୁମାର
Read More...

ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କ ଉପସ୍ଥିତିରେ ଜୋନସ୍ତରୀୟ ରେଲୱେ ବୈଠକ ଅନୁଷ୍ଠିତ

ସମ୍ବଲପୁର : ସମ୍ବଲପୁର ଗ୍ରାଣ୍ଡ ଶିବା ଠାରେ ରେଲୱେ ଡିଭିଜନାଲ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ସାଂସଦ ସୁରେଶ ପୂଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି ପ୍ରଥମେ ରେଲୱେ ସମ୍ବନ୍ଧିତ ବିଭିନ୍ନ ପ୍ରସ୍ତାବ ଗୁଡିକ ଉପସ୍ଥାପନା କରିଥିଲେ ।
Read More...