ଘୁନସର ପେକ୍ସ ସମ୍ପାଦକଙ୍କ ମନମାନି : ଚାଷୀ ପଞ୍ଜିକରଣ ନ କରି ଧାନ ବିକ୍ରି କରିବାରୁ ବଞ୍ଚିତ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଧୀନରେ ଥିବା ଘୁନସର ପେକ୍ସ ସମ୍ପାଦକଙ୍କ ହଇରାଣ ହରକତ ଯୋଗୁଁ ଜଣେ ଚାଷୀଙ୍କ ନାମ ପଞ୍ଜିକରଣ କରି ନ ଦେବା ଫଳରେ ଚାଷୀ ଜଣକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଏ ଦିଗରେ ପ୍ରଶାସନ!-->…
Read More...
Read More...