Browsing Tag

saintala news

୩ ଗୋଟି ପଞ୍ଚାୟତର ଚାଷୀଙ୍କୁ ନେଇ ସମ୍ବିଳନୀ ଓ ଶୋଭାଯାତ୍ରା ଅନୁଷ୍ଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡାଠାରେ ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ ଟିକ୍ରାପଡା, ଜୁରାବନ୍ଧ ଓ ଝିଙ୍କିଡୁଙ୍ଗୁରି ପଞ୍ଚାୟତର ଚାଷୀଙ୍କୁ ନେଇ ଏକ ବିରାଟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ଚାଷୀ ଏକତା
Read More...

ସିଙ୍ଗବାହାଲିପଡ଼ାକୁ ରାଜସ୍ୱ ଗ୍ରାମ କରାଯିବାକୁ ବିରୋଧ : ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଶିଶକେଲା ଗ୍ରାମବାସୀଙ୍କ ପକ୍ଷରୁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଳା ପଂଚାୟତର ସିଙ୍ଗବାହାଲିପଡାକୁ ରାଜସ୍ୱ ଗ୍ରାମ କରାଯିବାକୁ ଶିଶକେଲା ଗାଁ ଲୋକେ ବିରୋଧ କରି ସଇଁତଲା ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି । ଏହି ଶିଶକେଲା ଗାଁର ପ୍ରଜାଙ୍କ ଜମି, ଉଠା
Read More...

ସଇଁତଲା ଓକିଲ ସଂଘ ତରଫରୁ ଆଇନଜୀବୀ ଦିବସ ପାଳିତ, ବରିଷ୍ଠ ଆଇନଜୀବୀ ରାଧେଶ୍ୟାମଙ୍କୁ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ଓକିଲ ସଂଘର ସଭାଗୃହରେ ମଧୁବାବୁ ଜନ୍ମ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଦୀପ ପ୍ରଜ୍ୱଳନ ସହିତ ମଧୁବାବୁଙ୍କ ଫଟୋରେ ମୁଖ୍ୟଅତିଥି ଏବଂ ଓକିଲ ସଂଘର ସମସ୍ତ ସଦସ୍ୟମାନେ
Read More...

ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭତାସର ଗାଁରେ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଶାୟୀ ପ୍ରାର୍ଥିନୀ ପ୍ରିୟା ସାହୁ, ଗୀତାଞ୍ଜଳି ନାଏକ, ସସ୍ମିତା ବାଗ, ସାରଥୀ ରଣା ପ୍ରମୁଖ ବଲାଙ୍ଗିର ଜିଲ୍ଲାପାଳ ଏବଂ
Read More...

‘ବାବୁରେ’ ସମ୍ବଲପୁରୀ ଗୀତ ସୁଟିଂ ଆରମ୍ଭ

ସଇଁନ୍ତଲା, (କେପିଏନ୍‌ଏସ୍‌) : କଳା, ସଂସ୍କୃତି, ପରମ୍ପରାକୁ ନେଇ ପଶ୍ଚିମ ଓଡିଶା ସବୁବେଳେ ଗର୍ବିତ । ତେବେ ଗୋଟିଏ ନୃତ୍ୟରେ ଦୁଇଟି ଭାଷାରେ ସମ୍ବଲପୁରୀ କୋଶଲି ଗୀତ 'ବାବୁରେ' ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଗୀତଟି ଛତିଶଗଡ଼ି ଓ କୋଶଲି ଭାଷାରେ ମୁକ୍ତି ଲାଭ କରିବାକୁ ଯାଉଛି । ପଶ୍ଚିମ
Read More...

ଡୁମାଲପଡାଠାରେ ଟ୍ରେନ୍‌ରୁ ଖସି ପଡିଲେ ଯୁବକ : ଚାଲିଗଲା ଜୀବନ

ସଇଁତଳା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁମାଲପଡା ରେଲୱେ ଲାଇନ ନିକଟରେ ଥିବା ଏକ ପୋଲ ତଳେ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ବଲାଙ୍ଗିର ଜିଆରପି ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଯୁବକ ଜଣକ ବିଳମ୍ୱିତ ରାତିରେ (ଧନବାତଏଲପି) ଟ୍ରେନ୍‌ରେ
Read More...

ବରାହମାଲରେ ଶ୍ରୀରାମ ମଣ୍ଡପ ରତ୍ନ ମୁଦକ, ଶ୍ରୀରାମ ନବମୀର ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ସ୍ଥିତ ବରାହମାଲ ଗ୍ରାମରେ ଶ୍ରୀରାମ ମଣ୍ଡପ ରତ୍ନ ମୁଦକ ଓ ଶ୍ରୀରାମ ନବମୀର ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହାର ପ୍ରଥମ ଦିନ ଗୁରୁବାର ଶ୍ରୀରାମ
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ସ୍ଥିତ କମରଲଗା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ଼ ଡିଭିଜନ ସମ୍ପାଦକ ରାଜ କୁମାର ବିଶିଙ୍କ
Read More...

ଚାଲ ଆମେ ସ୍କୁଲ ଯିମା ସଚେତନତା ଅଭିଯାନ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ବିଦ୍ୟାଳୟ ପରିସରରେ ୬ରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ସବୁ ପିଲାମାନଙ୍କୁ ସ୍କୁଲରେ ସେମାନଙ୍କୁ ନିୟମିତ ପାଠପଢ଼ାକୁ ଚାଲୁ ରଖିବା ଉଦ୍ଦେଶ୍ୟରେ ଚାଲ ଆମେ ସ୍କୁଲ ଯିମା ସଚେତନତା ଅଭିଯାନ ରଥକୁ ସଇଁତଲା ବ୍ଲକ ଶିକ୍ଷା
Read More...

ଗୋଳାବାରୁଦ କାରଖାନା ପରିସରରୁ ହରିଣର ମୃତଦେହ ଉଦ୍ଧାର : ଶବ ବ୍ୟବଛେଦ ପରେ ଶବକୁ ପୋତିଲା ବନ ବିଭାଗ

ହରିଣକୁ ବଞ୍ଚାଇବା ପାଇଁ ଆସିଥିବା ବେଳେ ସୁରକ୍ଷା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ଗତ ୬ ଦିନ କାରଖାନା ସୁରକ୍ଷା ବାଡ଼ ଟିଟିଲାଗଡ଼ ଥାନା ଅଧୀନସ୍ଥ ଚାନ୍ଦୋତରା ଗାଁ ନିକଟରେ ଏକ ହରିଣର
Read More...