Browsing Tag

saintala news

୯ ଦଫା ଦାବୀପତ୍ର ନେଇ ସଇଁତଲା ବ୍ଲକ କାର୍ଯ୍ୟାଳୟକୁ ଘେରିଲା କଂଗ୍ରେସ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ସଇଁତଲା ବ୍ଲକ କଂଗ୍ରେସ କମିଟି ନେତୃତ୍ୱରେ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟରେ ଅନିୟମିତତାକୁ ନେଇ କଂଗ୍ରେସ ଘେରିଥିଲା । ଏଥିରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଜରିଆରେ
Read More...

ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଆତ୍ମା କମିଟି ଆନୁକୂଲ୍ୟରେ ବ୍ଲକସ୍ତରୀୟ କୃଷି ଉପଦେଷ୍ଟା କମିଟିର ଦିନିକିଆ ବୈଠକ ଉଦ୍‌ଯାପିତ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ
Read More...

ସଇଁତଲାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ମିନି ଷ୍ଟାଡିୟମଠାରେ ୭୭ତମ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଯୋଗଦାନ କରି ପତାକା ଉତ୍ତୋଳନ କରିବା ପରେ ପ୍ୟାରେଡ ଅଭିବାଦନ
Read More...

ସଇଁତଲାରେ ମଧୁବାବୁ ପେନସନ ଯୋଜନା ଶୁଭାରମ୍ଭ : ୧୦୭୯ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ସଇଁତଲା, (ପ୍ରମୋଦ ସେଲମା) : ସରକାର ସାମାଜିକ ସୁରକ୍ଷା ଯୋଜନାକୁ ସଶକ୍ତିକରଣ କରିବା ଉପଲକ୍ଷେ ସ୍ୱାଧୀନତା ଦିବସରେ ମଧୁବାବୁ ପେନସନ ଯୋଜନା ଶୁଭାରମ୍ଭ ହୋଇଯାଇଛି । ଏଥିରେ ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ
Read More...

ସଇଁତଲା ଥାନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଜାମପଦରଠାରେ ଥିବା ନୂତନ ଥାନା କେମ୍ପସ ପରିସରରେ ବୃକ୍ଷରୋପଣ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ମୁଖ୍ୟଅତିଥି ଭାବରେ
Read More...

ବେଆଇନ କୋଇଲା ଚୋରା କାରବାର ଘଟଣାରେ କବାଡିବାଲା ଗିରଫ, ଗାଡି ଡ୍ରାଇଭର ଚମ୍ପଟ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ଅଞ୍ଚଳରେ ଥିବା ଏକ ଢ଼ାବା ପାଖରେ ବେଆଇନ କୋଇଲା କାରବାର ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୮ ଟନରୁ ଅଧିକ କୋଇଲା ଜବତ କରିଛି । ଏନେଇ ଥାନା କେସ ନଂ ୧୯୩ /୨୩ରେ ଏକ ମାମଲା
Read More...

୫-ଟି ସଚିବଙ୍କୁ ଓଡିଶା ସାମ୍ବାଦିକ ସଂଘ ତରଫରୁ ୧୦ ଦଫା ଦାବୀପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ୫-ଟି ସଚିବ ଭି. କେ. ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲାଗସ୍ତରେ ଆସିଥିବା ବେଳେ ଟିଟିଲାଗଡ଼ଠାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଟିମ୍‌ ତରଫରୁ ଓଡିଶା ରାଜ୍ୟ ତମାମ୍‌ ଗଣମାଧ୍ୟମରେ
Read More...

ସଇଁତଲାକୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ଦାବୀ ପାଇଁ ପ୍ରସ୍ତୁତି ବୈଠକ

ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ସହ ରାସ୍ତାରୋକ ହେବ : ପୂର୍ବତନ ମନ୍ତ୍ରୀ ସିଂ ଭୋଇ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରକୁ ବିଜ୍ଞାପିତ ଅଞ୍ଚଳ ଭାବରେ ମାନ୍ୟତା ଦାବୀକୁ ନେଇ ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ସୁପର୍‌ଫାଷ୍ଟ୍ ଇସ୍ପାତ ଏକ୍ସପ୍ରେସ୍, ୨ ଘଣ୍ଟା ପରେ ସ୍ୱଭାବିକ ଟ୍ରେନ୍ ଚଳାଚଳ

ସଇଁତଲା : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ସୁପର୍ ଫାଷ୍ଟ୍ ଇସ୍ପାତ ଏକ୍ସପ୍ରେସ୍ । ସଇଁତଲା ଷ୍ଟେସନରେ ସିଗ୍‌ନାଲରେ ଯାନ୍ତ୍ରିକ ବିଭ୍ରାଟ୍ ଦେଖା ଦେବାରୁ ଦୁଇ ଘଣ୍ଟା ଧରି ଅଟକି ରହିଲ ଟ୍ରେନ୍ । ସୂଚନା ମୁତାବିକ, ଇସ୍ପାତ ଏକ୍ସପ୍ରେସ୍ ଟିଟିଲାଗଡ଼ ଷ୍ଟେସନରୁ ନିର୍ଦ୍ଧାରିତ ସମୟରେ
Read More...

ଫୋନରେ କଥା ହେବା ବାହାନା କରି ମୋବାଇଲ ଲୁଟ କରିଥିବା ଅଭିଯୋଗରେ ୨ ଗିରଫ, ମୋବାଇଲ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଗୋଏଲଭାଡ଼ି ଛକଠାରେ ଜୈନିକ ଯୁବକ କରଡ଼ି ଓ ଛତୁ ବିକ୍ରି କରୁଥିବା ସମୟରେ କେତେକ ଦୁର୍ବୃତ୍ତ ପହଂଚି ମୋବାଇଲରେ କଥା ହେବା ବାହାନା କରି ମୋବାଇଲ ଲୁଟ କରି ଚମ୍ପଟ ମାରିଥିବା ବେଳେ ପୋଲିସ ହାବୁଡ଼ରେ ଧରାପଡ଼ିଛନ୍ତି
Read More...