ବେଆଇନ କୋଇଲା ଚୋରା କାରବାର ଘଟଣାରେ କବାଡିବାଲା ଗିରଫ, ଗାଡି ଡ୍ରାଇଭର ଚମ୍ପଟ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ଅଞ୍ଚଳରେ ଥିବା ଏକ ଢ଼ାବା ପାଖରେ ବେଆଇନ କୋଇଲା କାରବାର ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୮ ଟନରୁ ଅଧିକ କୋଇଲା ଜବତ କରିଛି । ଏନେଇ ଥାନା କେସ ନଂ ୧୯୩ /୨୩ରେ ଏକ ମାମଲା!-->…
Read More...
Read More...