Browsing Tag

saintala news

ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଅନ୍ତର୍ଗତ ଖରିବାହଲ ରାସ୍ତାରୁ କନ୍ଦାମୁଣ୍ଡା ରାସ୍ତା ଖରାପ ଅବସ୍ଥାରେ ପଡ଼ିରହିଛି । ରାସ୍ତା ଫାଟି ସାରିଥିବା ଅଭିଯୋଗ ହୋଇଛି । ରାସ୍ତା ପିଚୁ କାମ ନିମ୍ନମାନର ହୋଇଥିବା ବେଳେ ଦୁଇ ତିନି ବର୍ଷ ପରେ ପିଚୁ ରାସ୍ତାରୁ
Read More...

ସଇଁତଲା ସହରର ବିଭିନ୍ନ ସମସ୍ୟା ଦାବୀ ନେଇ, କଂଗ୍ରେସ ଦଳର ୮ ଘଣ୍ଟିଆ ବନ୍ଦ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ କଂଗ୍ରେସ ଦଳ ତରଫରୁ ରବିବାର ଶାନ୍ତି ଶୃଙ୍ଖଳା ସହ ସଇଁତଲା ବନ୍ଦ ସଫଳ ହୋଇଛି । ଏଥିରେ ୮ ଘଣ୍ଟା ଧରି ସହରର ସମସ୍ତ ଦୋକାନ ବଜାରଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଲା । ଏପରିକି
Read More...

ବିଭିନ୍ନ ଦାବୀ ନେଇ କଂଗ୍ରେସ ଦଳ ତରଫରୁ ଆସନ୍ତାକାଲି ସଇଁତଲା ବନ୍ଦ ଡାକରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ କଂଗ୍ରେସ ଦଳ ତରଫରୁ ଆସନ୍ତାକାଲି ରବିବାର ଦିନ ସଇଁତଲା ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିରେ ରାଜ୍ୟ ସରକାର ସଇଁତଲା ସହରକୁ ଅଣଦେଖା କରିବା ସହିତ ବିଭିନ୍ନ ଉନ୍ନତି ଦିଗରେ
Read More...

ରୌପ୍ୟ ଜୟନ୍ତୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ମଣ୍ଡପ ପରିସରରେ ସହରର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇଥିଲେ । ଏହାପରେ ଘଣ୍ଟବାଜା
Read More...

ଫପସିରେ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନୂଆଁଖାଇ ଏକ ଭାଇଚାରାର ପର୍ବ : ପୂର୍ବତନ ମନ୍ତ୍ରୀ ସିଂ ଭୋଇ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଫପସି ଛକଠାରେ ଆରସିବି ସଂଘ ନୂଆଁଭଦ୍ରା ଯୁବକମାନଙ୍କ ତତ୍ତ୍ୱବଧାନରେ ପ୍ରଥମ ବର୍ଷ ଧୁମ୍‌ଧାମ୍‌ ସହ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

୨୦ରେ ସଇଁତଲା ଅଧିଷ୍ଟାତ୍ରୀ ଦେବୀ ମା’ ଚଣ୍ଡୀଙ୍କ ଯାତ୍ରା

ସଇଁତଲା, (ପ୍ରମୋଦ ସେଲମା ) : ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧରାପୃଷ୍ଠରେ ମା'ଙ୍କ ଆଗମନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା ୧୪ ତାରିଖରୁ ଧରାପୃଷ୍ଠକୁ ଅବତରଣ କରିବେ ମା' ଦଶଭୁଜା ଦୁର୍ଗା । ତା' ପରେ ଗାଁ ଗାଁରେ ଆରମ୍ଭ ହେବ ଦେବୀ ପୂଜା । ଏହି ପୂଜାକୁ ନିଜ ନିଜ
Read More...

ସଇଁତଲାରେ ପହଞ୍ଚିଲା ସାଇବର ସୁରକ୍ଷା ଅଭିଯାନ ରଥ

ସଇଁତଲା, (ପ୍ରମୋଦ ସେଲମା ) : ଦିନକୁ ଦିନ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି । ଏହି ଠକାମୀ ବିଷୟରେ ସଚେତନତା ଅଭାବରୁ ଅନେକ ଲୋକ ଠକମାନଙ୍କର ଜାଲରେ ଫସି ଯାଉଥିବା ଦେଖାଦେଇଛି । ଏହି ସାଇବର ଠକେଇରୁ ଲୋକେ ବଞ୍ଚିତ ହେବା ପାଇଁ ଓଡ଼ିଶା ପୋଲିସ ଠକାମୀକୁ ରୋକିବା ପାଇଁ ସଚେତନତା ଆରମ୍ଭ
Read More...

କେରମେଲିରେ ବ୍ଲକସ୍ତରୀୟ କ୍ରିକେଟ ଚୟନ ଶିବିର ଉଦଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେରମେଲି ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ଚୟନ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି ଆନୁଷ୍ଠାନିକ ଭାବେ
Read More...

ଶହୀଦ ଗାଁରେ ବୁଲି ବୁଲି ମାଟି ସଂଗ୍ରହ କଲେ ରାଜ୍ୟ ବିଜେପି ସଭାପତି

ସଇଁତଲା, (ପ୍ରମୋଦ ସେଲମା) : ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବ୍ୟାପି ଦେଇଥିବା ଆହ୍ୱାନ କ୍ରମେ ସୋମବାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ସଇଁତଲା ବ୍ଲକ କରମତଲା ପଞ୍ଚାୟତ ସ୍ଥିତ ଗୁରମୁନି
Read More...

ଡେଙ୍ଗ ବିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅମରାବତୀ ଇକୋ କ୍ଲବ ଓ ଜୁନିୟର ରେଡ୍‌କ୍ରସ ଆନୁକୂଲ୍ୟରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ
Read More...