ବାଇକ୍ ଲୁଟ୍ ଅଭିଯୋଗରେ ୬ ଜଣ ଅଭିଯୁକ୍ତ ଗିରଫ : ବାଇକ୍ ଉଦ୍ଧାର
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳରେ ଜଣେ ଯୁବକଙ୍କ ବାଇକ୍କୁ ଲୁଟ୍ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ ୩୩୧/୨୪ କ୍ରମେ ଦଫା ୩୧୦/(୨) ମାମଲା ରୁଜୁ କରିଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ସଇଁତଲା କୋର୍ଟକୁ ଚାଲାଣ କରିଥିଲା । ଏଥିରେ ଜାମିନ!-->…
Read More...
Read More...