ସ୍କୁଲ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର : ଅନ୍ ଲାଇନ୍ ପାଠ ପଢା ଫେଲ୍
ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଅନେକ ଲୋକଙ୍କ ମୁହଁରୁ ହସ ଛଡାଇ ନେଲା । ଜୀବନ ଜୀବିକା ପ୍ରଭାବିତ ହେଲା । ତେବେ ୧୦ ମାସରୁ ଅଧିକ ହେବ ସ୍କୁଲ କଲେଜ ବନ୍ଦ ହୋଇ ପଡିଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇ ପଡ଼ିଲାଣି ।ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା!-->…
Read More...
Read More...