Browsing Tag

saintala news

ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଇକେଲ ପ୍ରଦାନ କଲେ ବିଡ଼ିଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ପଞ୍ଚାୟତ ତେନ୍ତୁଳିପଦର ଗ୍ରାମର ମଣ୍ଟୁ ରଣା ଦୀର୍ଘ ବର୍ଷ ହେବ ଭିନ୍ନକ୍ଷମ ହୋଇଥିବା ବେଳେ ସାଇକେଲ ପାଇବାରୁ ବଞ୍ଚିତ ହୋଇଥିଲେ । ତେବେ ସମାଜସେବୀ ବିନୋଦ ନାଗ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲଙ୍କୁ ଭିନ୍ନକ୍ଷମ
Read More...

ବଡବନ୍ଧ ଉଚ୍ଚ ବିଦ୍ୟାଳୟ ରେବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି

ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ଠାରେ ପୁରାତନ ଛାତ୍ର ମାନଙ୍କୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ନବୀନ ମେହେରଙ୍କ ସଭାପତିତ୍ବ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ସମେତ
Read More...

ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ ପଡ଼ିଆ ଠାରେ ଚାଲିଥିବା ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଷ୍ଟାର କିଙ୍ଗ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଧାରିତ ୧୦ ଓଭରରେ ୧୨୬ ରନ ସଂଗ୍ରହ କରିଥିବା
Read More...

ମିଲର୍ସ-ବେପାରୀଙ୍କ ଜାଲରେ ଛନ୍ଦି ହୋଇଯାଇଛି ଧାନ ସଂଗ୍ରହ ନୀତି : ଚାଷୀଙ୍କ ୫ ଓ ଦଲାଲଙ୍କ ୯ କେଜି କଟ୍‌ନୀ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାରଙ୍କ ଧାନ ସଂଗ୍ରହ ନୀତି ମିଲର୍ସ ଏବଂ ବେପାରୀ ତଥା ଦଲାଲ୍ ମାନଙ୍କ ଜାଲରେ ଛନ୍ଦି ହୋଇଯାଇଛି । ଧାନକ୍ରୟ କେନ୍ଦ୍ରମାନଙ୍କରେ ଧାନ କିଣା ବିକାରେ ସଂପୃକ୍ତ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ହାତବାରିସୀ କରି ମିଲର୍ସ ଏବଂ ବେପାରୀମାନଙ୍କ ମନମୁଖୀ
Read More...

ସଇଁନ୍ତଳା ବ୍ଲକ କଂଗ୍ରେସର ସାଙ୍ଗଠାନିକ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବିରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ ସ୍ଥାନୀୟ କଂଗ୍ରେସ କାର୍ୟ୍ୟାଳୟରେ ବ୍ଲକ ପୁନଃଗଠନ ସମ୍ବନ୍ଧୀୟ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ
Read More...

ସଇଁନ୍ତଲା ବ୍ଲକର ବିଭିନ୍ନ ଗ୍ରାମରେ ପିଡ଼ି.ଙ୍କ ତଦାରଖ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଡୁଙ୍ଗୁରିପାଲି ଓ ଶିଶକେଲା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ ଡା.ମହେଶ୍ବର ସ୍ୱାଇଁ ଗସ୍ତ କରି ଜାମତରା ଗ୍ରାମର ରତନ ମାଝି, ଭଗତ ଯାନୀ, କେତକୀ ଯାନୀଙ୍କ ଘରକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ
Read More...

ମାଣବସା ଗୁରୁବାରରେ ଘରେ ଘରେ ପୂଜା ପାଉଛନ୍ତି ମହାଲକ୍ଷ୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଣବସା ଗୁରୁବାର ଓଷା ଓଡ଼ିଶାରେ ଘରେ ଘରେ ପୂଜା ପାଆନ୍ତି ମା' ମହାଲକ୍ଷ୍ମୀ । ତେବେ ମାର୍ଗଶିର ମାସର ଗୁରୁବାର ଦିନ ଓଡ଼ିଆ ନାରୀମାନେ ଏହାକୁ ପାଳନ କରିଥାନ୍ତି । ଗାଁ ଗାଁ ଉତ୍ସବ ମୁଖର ହୋଇ ଉଠିଥାଏ ଓଡ଼ିଶାରେ । ହେଲେ ଚଳିତ ବର୍ଷ ଅନେକ ପୁରୁଷ ମହିଳା
Read More...

ଦୁଇ ବର୍ଷ ଶିଶୁକୁ ବିଷ ପିଆଇ ମା’ର ଆତ୍ମହତ୍ୟା ଉଦ୍ୟମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଲହର କରୁଣ ପରିଣତି । ୨ ବର୍ଷର ଶିଶୁକୁ ବିଷ ପିଆଇ ମା' ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, କୁମ୍ଭାରୀ ଗ୍ରାମର ଭରତ
Read More...

ତେଲ ଓ ଉତେଇ ନଦୀର ସଙ୍ଗମ ସ୍ଥଳୀ ‌ସ୍ଥିତ ବେଲଖଣ୍ଡି ଶିବ ମନ୍ଦିରକୁ ପର୍ୟ୍ୟଟନ ସ୍ଥଳୀ ମାନ୍ୟତା ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ରେଖାରେ ଥିବା ସର୍ବ ପୁରାତନ ଶିବ ମନ୍ଦିର ବେଲଖଣ୍ଡି । ସଇଁନ୍ତଲା ବ୍ଳକରୁ ଡ଼ଙ୍ଗା ଦେଇ ଗଲେ ୧୫ କିଲୋମିଟର, ଭବାନୀପାଟଣା ଠାରୁ ୬୫ କିଲୋମିଟର ବାଟ ପଡ଼ିଥାଏ । ଲୋକମାନେ ଡ଼ଙ୍ଗା ଦେଖ ମଧ୍ୟ ଏହି
Read More...

ସଇଁନ୍ତଲା ଓକିଲ ସଂଘର ନୂତନ କର୍ମକର୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଓକିଲ ସଂଘ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ସମସ୍ତ କର୍ମକର୍ତା ନିଦ୍ବନ୍ଧରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ରାଧେଶ୍ୟାମ ସାହୁ ଘୋଷଣା କରିଛନ୍ତି । ସଭାପତି ଭାବରେ ବରିଷ୍ଠ ଆଇନଜୀବୀ
Read More...