ମାୟାମୁଣ୍ଡାର୍ ଚନ୍ଦ୍ରଭାନୁ କେ କେଭେ ମିଲ୍ବା ଘର୍
ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ଇଲେକ୍ସନ ସରିଗଲେ କିଏ ଶୁନୁଛେ ଗରିବର କଥା । ଆଜି ବି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବୁଢାବାହାଲ ପଞ୍ଚାୟତ ମାୟାମୁଣ୍ଡା ଗାଁର୍ ଚନ୍ଦ୍ରଭାନୁ ସାହୁଙ୍କର୍ ପରିବାରର ଦୁଖର୍ କଥା କିଏ ଶୁନୁଛେ, ମାଏଟ୍ ଘରେ ରହି ଦିନ କାଟୁଛେ ଇ' ପରିବାର । ବର୍ଷା!-->…
Read More...
Read More...