Browsing Tag

saintala news

କାର ଧକ୍କାରେ ଯୁବକଙ୍କ ମୃତ୍ୟୁ : କ୍ଷତି ପୂରଣ ଦାବୀରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : କ୍ଷତି ପୂରଣରଣ ଦାବୀରେ ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ସଇଁନ୍ତଲା ବଙ୍ଗଳା ଛକର ୨୬ ନମ୍ବର ଜାତୀୟ ପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବୀରେ ରାସ୍ତାରୋକ କରାଯାଇଛି । ସୋମବାର ସକାଳେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବେଆଇନ ଭାବେ ଚାଲାଣ ହେଉଥିବା ୧୧୦ ବସ୍ତା ଧାନ ଜବତ କଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ଫାଣ୍ଡି ନିକଟରେ ଆଜି ୧୧୦ ବସ୍ତା ଧାନ ବେଆଇନ ଭାବରେ ଦଲାଲ ମାନେ ଚାଲାଣ କରୁ ଥିବା ବେଳେ ଖବର ପାଇବା ପରେ ଧାନ ଜବତ କରିଛି ବ୍ଳକ ପ୍ରଶାସନ । ପ୍ରକାଶ ଥାଉ କି, ଟିକ୍ରାପଡା ଠାରେ ଉଦେଇପୁର ଠାରୁ ଧାନ ଦଲାଲ
Read More...

ସଇଁନ୍ତଲା ବ୍ଲକର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ପାଇଁ ୫୦ କିଲୋମିଟର ଧାଉଁଛନ୍ତି ରୋଗୀ : ସମସ୍ୟା…

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦିନକୁ ଦିନ ଡାକ୍ତରଙ୍କ ସମସ୍ୟା ଏବେ ବଢିବାରେ ଲାଗିଲାଣି । ତେବେ ହଜାର ହଜାର ଲୋକ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ଅନେକ
Read More...

ଟିକ୍ରାପଡାରେ ଭତ୍ତା ବଣ୍ଟନ କଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ପଞ୍ଚାୟତରେ ଆଜି ଓଡ଼ିଶା ମହିଲା ଓ ଶିଶୁ ବିକାଶ ଏବଂ ମିଶନ ଶ‌କ୍ତି ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ୧୦୯ଜଣ ଦିବ୍ୟଙ୍ଗ, ବିକଳାଙ୍ଗ, ବୃଦ୍ଧ ଓ
Read More...

ଚାଷୀ ମୁଣ୍ଡରେ ଚଡକ, ମଣ୍ଡିରେ ପଡିଛି ହଜାର ହାଜର ବସ୍ତା ଧାନ, ପ୍ରଶାସନ ନିଦାବିଷ୍ଣୁ : ଚାଷୀଙ୍କୁ ଘାରୁଛି ଟୋକନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଗତ କିଛି ମାସ ହେଲା ଧାନକିଣା ଆରମ୍ଭ ହୋଇଯାଇଛି । ହେଲେ ବର୍ତ୍ତମାନ ଚାଷୀ ମୁଣ୍ଡରେ ଚଡକ । ପ୍ରତ୍ୟେକ ପେକ୍ସ ଓ ଏସଏଚଜିରେ ହଜାର ହଜାର ଧାନ ପଡି ରହିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଦେଖିବାକୁ ମିିଲିଛି । ବର୍ତ୍ତମାନ
Read More...

ପୁଷ୍‌ପୁନି ପାଇଁ ଗାଁ ଗୁଡ଼ିକ ଚଳ ଚଞ୍ଚଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ଗାଁରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ପୁଷ୍‌ପୁନି ମହାଆଡ଼ମ୍ବର ସହିତ ପାଳିତ ହୋଇଯାଇଛି । ଛୋଟ ଛୋଟ ପିଲା ମାନେ ଘର ଘର ବୁଲି ପାରମ୍ପରିକ ରୀତିରେ ଛେର୍‌ଛେରା ମାଗିଥିବା ଦେଖିବାକୁ ମଧ୍ୟ ମିଲି
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଶଳ କରାଟେ ସ୍କୁଲ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଜିକେଏସଆର ମୁଖ୍ୟ ପ୍ରଶିକ୍ଷକ ସିହାନ ଅଶୋକ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଲିତ ଶିବିରରେ ବରିଷ୍ଠ ଆଇନଜିବୀ ମାନ
Read More...

ପ୍ରକୃତ ଚାଷୀଙ୍କୁ ମିଳୁନି ସରକାରଙ୍କ ସହାୟତା, ପିଆଜ ଘର ହରିଲୁଟ ପଛରେ ସବସିଡି ପାଇଁ ରାଜନେତାଙ୍କ ମୋହ : ତଦନ୍ତ ପାଇଁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଅନ୍ୟ ଜିଲ୍ଲା ଅପେକ୍ଷାରେ ବଲାଙ୍ଗିର ଜିଲ୍ଲା ପିଆଜ ଚାଷ ପାଇଁ ବେଶ୍‌ ଜଣାଶୁଣା । ପିଆଜ ଚାଷ ପାଇଁ ଚାଷୀମାନଙ୍କ ମନରେ ଆଗ୍ରହ ରହିଥାଏ । ତେବେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିବା ସହ ଅନେକ ଚାଷୀ
Read More...

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜି‌ଲ୍ଳା ସଇଁ‌ନ୍ତଲା ‌ବ୍ଲକ ଜୁରାବ‌ନ୍ଧ ପ‌ଞ୍ଚାୟତ ଖର୍ଶେଲବାଞ୍ଜି ଗାଁରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଆଦର୍ଶ ଯୁବକ ସଂଘ, ଜୀବନ ଜ୍ୟୋତି ଓଡିଶା ଏବଂ ସମ୍ବାଦ ଆମ ଓଡିଶାର ମିଳିତ କ୍ରମେ ରକ୍ତ
Read More...

ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁନିୟର ରେଡ଼କ୍ରସ ତରଫରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ କୋଭିଡ଼-୧୯ ନିୟମ ଅନୁଯାୟୀ ପାଳନ କରି ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇ ଥିବା । ପ୍ରଧାନଶିକ୍ଷକ ବିଶ୍ୱ ନାଥ ମେହେରଙ୍କ ଅଧ୍ୟକ୍ଷତାରେ
Read More...