Browsing Tag

saintala news

ଗୋଏଲଭାଡ଼ି ଠାରେ ପୁଷ୍ ପୁନି ଭେଟଘାଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗୋଏଲଭାଡ଼ି ନିକଟରେ ପୁଷ୍‌ ପୁନି ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଭାଇଚାରାର ପର୍ବ ଏହି ପୁଷ୍ ପୁନି ଭେଟଘାଟକୁ
Read More...

ସଇଁନ୍ତଲାରେ ୧୦୧ ଜଣଙ୍କୁ କରୋନା ଟୀକା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ୟ୍ୟାଳୟ ପରସରରେ ‌ଦ୍ୱିତୀୟ ପର୍ୟ୍ୟାୟରେ ୧୦୧ ଜଣ କରୋନା ଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ତେବେ ପ୍ରଥମେ ସଇଁନ୍ତଲା ଥାନାର ହାବିଲଦାର ଭୁବନେଶ୍ୱର ଭୋଇଙ୍କୁ ଟୀକା ଦିଆଯାଇଥିଲା । ଏହାପରେ ବିଡ଼ିଓ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨ ଜଣ ଓ ୨ରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିଭଳି ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨ରୁ ଜଣେ ଓ ଲୋଇସିଂହା ବ୍ଲକ
Read More...

ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ନବଜାତକଙ୍କୁ ଦେଲେ ଜନ୍ମ, ଦୁଇ ନବଜାତ ମୃତ : ଦୃଢ଼…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତର, ନର୍ସ, ଏଏନଏମ ନିଯୁକ୍ତ କରିଛନ୍ତି । କିନ୍ତୁ ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ । ଡାକ୍ତରଖାନାରେ ଡାକ୍ତର ନିଯୁକ୍‌କ୍ତ
Read More...

ସଇଁନ୍ତଲା କଂଗ୍ରେସ ପକ୍ଷରୁ ୩ଘଣ୍ଟା ଚକାଜାମ : ରାସ୍ତା ଅବରୋଧ ଦେଖି ଫେରିଗଲେ ଉପାଧ୍ୟକ୍ଷ ପାଣ୍ଡବ

ସଇଁନ୍ତଲା, (ଅଜିତ କୁମାର ସାହୁ) :ଦିନକୁ ଦିନ କେନ୍ଦ୍ର ସରକାର ବିଭିନ୍ନ ଦରବୃଦ୍ଧି ବଢ଼ାଇ ଚାଲିଛନ୍ତି ଯାହା ଫଳରେ କୃଷକ ଉପରେ ଚିନ୍ତାର କାରଣ ପାଲଟିଛି । ତେବେ କେନ୍ଦ୍ର ସରକାରଙ୍କ କୃଷି ବିଲ ପ୍ରତ୍ୟାହାର ଦାବୀରେ ଆଜି ପୂର୍ବ ତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ସୁରେନ୍ଦ୍ର
Read More...

ଶିଷକେଲା ହାଇସ୍କୁଲକୁ ପରିଦର୍ଶନ କଲେ ଦୁଇ ମନ୍ତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ହାଇସ୍କୁଲକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରି ସ୍କୁଲର ଭିତ୍ତିଭୂମି ଉପରେ ତଦାରଖ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
Read More...

୧୫ ଦିନ ନ ପୂରୁଣୁ ଜାତୀୟ ରାଜପଥରୁ ଉଠିଗଲା ପିଚୁ : ନିମ୍ନ ମାନର ରାସ୍ତା କାମକୁ ନେଇ ଅସନ୍ତୋଷ, ତଦନ୍ତ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳ ଓ ସହରାଚଂଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ୧୫ ଦିନ ନ ପୂରୁଣୁ ଜାତୀୟ ରାଜପଥ ୨୬ନଂ.ର ପିଚୁ ଗୁଡିକ ଉଠିବାରେ ଲାଗିଲାଣି । ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ ମଧ୍ୟ
Read More...

ବାଦିପଡା ଲାନ୍ଥ ନଦୀ ସେତୁ ବିଳମ୍ବ ନେଇ ମନ୍ତ୍ରୀଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଲୋକମାନଙ୍କ ସୁବିଧା ପାଇଁ ଅନେକ ଗୁଡିଏ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ସରକାରଙ୍କ ନଦୀ ସେତୁ ଯୋଜନା ଫେଲ୍‌ ହୋଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସଇଁନ୍ତଲା ବ୍ଲକର ସଇଁନ୍ତଲା-ବାଦିପଡାକୁ ସଂଯୋଗ କରୁଥିବା ଲାନ୍ଥନଦୀ ସେତୁ ନିର୍ମାଣ
Read More...

ଶିଶକେଲା ଠାରେ ବିଜେଡି ଦଳୀୟ କର୍ମୀ ସମାବେଶ : ଦୁଇ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ଖେଳ ପଡିଆ ଠାରେ ଆଜି ବିଜେଡିର ଦଳୀୟ କର୍ମୀ ସମାବେଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏଥିରେ ବିଜେଡି ସଇଁନ୍ତଲା ବ୍ଳକ ସଭାପତି ଦିଲିପ ରାଜପଲିଆ ସଭା ପରିଚାଳନା କରିଥିବା ବେଳେ ଏହି କାର୍ୟ୍ୟକ୍ରମରେ
Read More...

ବରଗାଁ ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମହୁଲପଡା ବିଜୟୀ

ସଇଁନ୍ତଳା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବରଗାଁ ଖେଳପଡ଼ିଆ ଠାରେ ଆଜି ଫାଇନାଲ ମ୍ୟାଚରେ ମହୁଲପଡା ଓ ଧରପଗଡ ଦଳ ମଧ୍ୟରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଧରପଗଡ଼କୁ ହରାଇ ମହୁଲପଡା ଦଳ ବିଜୟୀ ହୋଇଥିଲା । ଏହି ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି
Read More...