Browsing Tag

saintala news

ଜାତୀୟ ରାଜପଥ କଡ଼ରେ ମହିଳାଙ୍କୁ ପୋଡି ଦେଇ ନିର୍ମମ ଭାବେ ହତ୍ୟା : ସମ୍ପୂର୍ଣ୍ଣ ଦଗ୍ଧ ଅବସ୍ଥାରେ ମହିଳାଙ୍କ ହାଡ଼…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିବିନା ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ବିବିନା ଛକ ଜାତୀୟ ରାଜପଥ ୨୬ ନମ୍ବରରୁ କିଛି ଦୂରରେ ଥିବା ଏକ ମୁଗ ଚାଷ ବିଲରେ ସମ୍ପୂର୍ଣ୍ଣ ଦଗ୍ଧ ମହିଳାଙ୍କ ମୃତ କଙ୍କାଳ ଏବଂ ତାଙ୍କର ଖପୁରୀ ହାଡ଼ ଓ ଅନ୍ୟ
Read More...

କୌଶଳ ବିକାଶ ଯୋଜନାରେ ବେକାରୀ ଯୁବତୀ ମାନଙ୍କୁ ମିଳିଲା ନିଯୁକ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାନା ପାଇଁ ଅନେକ ଲୋକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାଆନ୍ତି । ହେଲେ ରାଜ୍ୟ ସରକାରଙ୍କ କୌଶଳ ବିକାଶ ଯୋଜନାରେ ଏବେ ଅନେକ ଯୁବକ ଯୁବତୀ ମାନେ ନିଯୁକ୍ତି ସୁଯୋଗ ପାଇଛନ୍ତି । ଏହା ଫଳରେ ବେକାରୀ ସମସ୍ୟା ଦୂର ହେଉଥିବା
Read More...

ତୁଷୁରା ଥାନା ଏଏସଆଇଙ୍କ ନାଁରେ ବଧୁ ନିର୍ୟ୍ୟାତନା ଅଭିଯୋଗ : ପରିବାର ଲୋକେ ଫେରାର, ପୁଲିସକୁ ଖୋଜୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ନ୍ୟାୟ ପାଇବା ପାଇଁ ପୁଲିସ ଉପରେ ଲୋକେ ଭରସା କରି ପୁଲିସର ଦ୍ବାରସ୍ଥ ହୋଇ ଥାଆନ୍ତି । କିନ୍ତୁ ପୁଲିସ ଯଦି ଭୁଲ କରେ, ତେବେ କଥା ସରିଲା ବୋଲି କୁହାଯାଏ । ତେବେ ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି । ଜଣେ ପୋଲିସ ଏଏସଆଇଙ୍କ ନାମରେ ଯୌତୁକ ନିର୍ୟ୍ୟାତନା
Read More...

ଚାଷୀ ମୁଣ୍ଡରେ ଚଡକ, ମଣ୍ଡିରେ ପଡିଛି ହଜାର ହାଜର ବସ୍ତା ଧାନ : ପ୍ରଶାସନ ନିଦାବିଷ୍ଣୁ, ଧାନ ଅଛି ହେଲେ ଟୋକନ ନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଗତ କିଛି ମାସ ହେଲା ଧାନ କିଣା ଆରମ୍ଭ ହୋଇଯାଇଛି, ହେଲେ ବର୍ତମାନ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି । ପ୍ରତ୍ୟେକ ପେକ୍ସ ଓ ଏସଏଚଜିରେ ହଜାର ହଜାର ଧାନ ପଡି ରହିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଦେଖିବାକୁ ମିିଳିଛି ।
Read More...

ଲମକାନି ଗ୍ରାମରେ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ତାଲବହାଲ ପଞ୍ଚାୟତ ଲମକାନି ଗ୍ରାମରେ ଶିବମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ସ୍ଥାନୀୟ ପୋଖରୀ(ଜଳାଶୟ) ଶତାଧିକ ମହିଳା ଓ ପୁରୁଷ ମାନେ ୧୦୮ କଳସ ରେ ଆଣି ଆଣି ପୂଜା ମଣ୍ଡପରେ
Read More...

ମନ୍ଥର ଗତିରେ ଚାଲିଛି ବେଲଖଣ୍ଡି-କଅଁସର ବିଜୁ ସେତୁ ଯୋଜନା : ଡଙ୍ଗା ପାଲଟିଛି ସାହା ଭରସା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରୁ କଲାହାଣ୍ଡି ଜିଲ୍ଲାକୁ ଯିବା ପାଇଁ ଲୋକଙ୍କ ପାଇଁ ଏବେ ଡଙ୍ଗାପାଲଟିଛି ସାହା ଭରସି। ତେବେ ଗତ ୨୦.୦୬.୨୦୧୮ ମସିହାରେ କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ୨୧.୧୦.୨୦୨୦ ପର୍ୟ୍ୟନ୍ତ ଉକ୍ତ ବିଜୁ ସେତୁ ଯୋଜନା ସଂପୂର୍ଣ୍ଣ ହେବା କଥା। ହେଲେ
Read More...

ପଲିଥିନ ତଲେ ଦୟନୀୟ ଅବସ୍ଥାରେ କଟୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ : ତଦନ୍ତ କଲେ ଉପଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସରେ ଘର ଯୋଗାଇ ଦେଉଥିବା ଡିମ ଡିମ ପିଟୁଛନ୍ତି ହେଲେ ଏବେବି ଅନେକ ଗରିବ ଲୋକମାନଙ୍କୁ ଘର ମିଲିନ ଥିବା ବେଳେ ପଲିଥିନ ତଲେ ଜୀବନ ବିତୁଥିବା ମଧ୍ୟ ଦେଖିବାକୁ ମିଲିଛି । ତେବେ
Read More...

ବଲାଙ୍ଗିର କୁନି ଝିଅ ପରୀର କମାଲ : ୟୁଟ୍ୟୁବ ଦେଲା ୟୁଟ୍ୟୁବ କ୍ରିଏଟର ଟ୍ରଫି ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ସାତ ବର୍ଷର ଝିଅ ପରୀର କମାଲ । ୟୁଟ୍ୟୁବରେ ସେ ନିଜର ପ୍ରତିଭା ଦେଖାଇ ସାରା ଭାରତ ତଥା ବିଶ୍ୱର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଓଡିଶାକୁ ଗୈାରୋବାନ୍ୱତି କରିଛନ୍ତି । ତେବେ ଲର୍ଣ୍ଣ ଉଇଥ ପରୀ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି
Read More...

ଘୁନସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମାଚୁଆ ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ସ୍ଥିତ ବଣା ବିଜାର ଖେଳ ପଡିଆ ଠାରେ ଆଜି ‌ଦ୍ୱିତୀୟ ଦିନରେ ସମାଚୁଆ ଓ ଘୁନସର ଦଳ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଘୁନସର ଦଳକୁ ହରାଇ ୧-୦ରେ ସମାଚୁଆ ଦଳ ବିଜୟୀ ହୋଇଥିଲା
Read More...

ସଇଁନ୍ତଲା ବ୍ଲକରେ କର୍ମଚାରୀ ମରୁଡ଼ି : ୬ଟି ପଞ୍ଚାୟତ ୨ଟି ଲେଖାଏଁ ପଞ୍ଚାୟତରେ ଜଣେ ଲେଖାଏଁ ଇଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମ ପଞ୍ଚାୟତ ଉନ୍ନତିରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର କେତେକ ପିଇଓଙ୍କୁ ଏକାଧିକ ପଞ୍ଚାୟତ ଦାୟିତ୍ୱ ଦେବା ଫଳରେ ଉନ୍ନୟନ କାମ ବାଧାପ୍ରାପ୍ତ ହେଉଛି ।
Read More...