Browsing Tag

saintala news

ବେଲଖଣ୍ଡିରେ ପାଳନ ହେଉଛି ମହାଶିବରାତ୍ରୀ : କୋଭିଡ କଟକଣା ହେତୁ ହେଉନାହିଁ ମେଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ରହିଛି ବେଲଖଣ୍ଡି ଧବଳେ‌ଶ୍ୱର ଶିବ ମନ୍ଦିର । କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଏଥର ଜମିନାହିିଁ ମେଳା । କୋଭିଡ କଟକଣା ହେତୁ କୈାଣସି ଦୋକାନ ବଜାର, ମୀନାବଜାର,
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଦୁଇ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ସିଡିପିଓ ସବିତା ଦାସଙ୍କ ପରାମର୍ଶରେ ସୁପର୍‌ଭାଇଜର୍‌
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଧୂଆଁବାଣ, ନୂଆପଡା ଗସ୍ତକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନୂଆପଡା ଜିଲ୍ଲାରେ ତିଖାଲି ଠାରେ ନିର୍ମିତ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତକୁ
Read More...

ତିନୋଟି ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁର୍ଘଟଣା : ମହୁଲ ଗଛକୁ ପିଟିଲା ଟ୍ରକ୍, ନିମ୍ବ ଗଛରେ ଧକ୍କା ଦେଲା କାର୍, ଲିମ୍ବ…

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ‌ନ୍ତଲା ଥାନା ଅଞ୍ଚଳରେ ତିନୋଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଆଜି ସଇଁ‌ନ୍ତଲାର ବାଇକ ସୋରୁମ ନିକଟରେ ଏକ କାର ଏକ ନିମ୍ବ ଗଛକୁ ଧକ୍କା ଦେଇଛି ।
Read More...

ମାଛ ନେଇ ଗଲେ ସ୍ଥାନୀୟ ଲୋକେ : ମାଛ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ, ଆହତ ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ମାଛ ବୋଝେଇ ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ମହାଗାଁ ଛକ ନିକଟରେ ମାଛ ବୋଝେଇ ପିକଅପ ଗାଡି ଏକ ନିମ୍ବ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିନ୍ତୁ ସ୍ଥାନୀୟ ଲୋକମାନେ ଗାଡ଼ିରେ ଥିବା ମାଛ
Read More...

ଲୋକ ଉନ୍ନତି ସଂଗଠନ ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଝିଙ୍କିଡୁଙ୍ଗୁରୀ ଗ୍ରାମ ପଞ୍ଚାୟତ ଝିଙ୍କିଡୁଙ୍ଗୁରୀ ଗ୍ରାମରେ ବଲାଙ୍ଗିର ଲୋକ ଉନ୍ନତି ସଂଗଠନ ତରଫରୁ ସଇଁନ୍ତଲା ବ୍ଲକ ସଂଯାେଜିକା ଗୀତାଞଳୀ କୁମ୍ଭାରଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି
Read More...

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ଧର୍ମ ପତ୍ନୀ ତଥା ପୂର୍ବତନ ସଇଁନ୍ତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ଧର୍ମ ପତ୍ନୀ ତଥା ପୁର୍ବତନ ସଇଁନ୍ତଲା ବ୍ଳକ ଅଧ୍ୟକ୍ଷ। ମୋନିକା ସିଂ ଭୋଇ ଆଜି ସଇଁନ୍ତଲା ଡାକ୍ତରଖାନା ପରିସରରେ କରୋନା ଟୀକା ନେଇଛନ୍ତି । ଏହି ଅବସରରେ ଏକ କରୋନା ମୁକ୍ତ ସମାଜ ନିମନ୍ତେ
Read More...

ବ୍ଲକ ସ୍ତରୀୟ “ମୋ ଚାଟଶାଳୀ” କାର୍ୟ୍ୟକ୍ରମର ଉଦଘାଟନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଧରପଗଡ ଗ୍ରାମ ପଞ୍ଚାୟତ ପେଣ୍ଡ୍ରାମାଲ ଗ୍ରାମରେ ବଲାଙ୍ଗିର ଲୋକ ଉନ୍ନତି ସଂଗଠନ ତରଫରୁ ସଇଁନ୍ତଲା ବ୍ଲକ ସଂଯାେଜିକା ଗୀତାଂଜଳି କୁମ୍ଭାରଙ୍କ ନେତୃତ୍‌ତ୍ୱରେ ବ୍ଲକ ସ୍ତରୀୟ "ମୋ ଚାଟଶାଳୀ" କାର୍ୟ୍ୟକ୍ରମର ଉଦଘାଟନୀହୋଇ ଯାଇଛି । ଏହି
Read More...

ବସ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ ଘଟଣା : ୧୪ଘଣ୍ଟା ପରେ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ଲାନ୍‌ଥ୍‌ ନଦୀ ନିକଟରେ ଆଜି ସକାଳୁ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ସରକାରୀ ବସ ଗାଡି ନମ୍ବର ଓଡ଼ି୦୮ଜି୭୦୫୧ ଧକ୍କାରେ ଘଟଣା ସ୍ଥଲରେ ଶିକ୍ଷକ ମୃତ୍ୟୁ ହୋଇଥିଲା । ତେବେ ୧୪
Read More...

ସରକାରୀ ଗାଡି ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ : ୧୨ ଘଣ୍ଟା ପରେ ମଧ୍ୟ ହଟୁନି ରାସ୍ତା ଅବରୋଧ, କ୍ଷତି ପୂରଣ ଦାବୀରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ଲାନ୍ଥ ନଦୀ ନିକଟରେ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ସରକାରୀ ବସ ଗାଡି ନମ୍ବର ଓଡ଼ି ୦୮ଜି୭୦୫୧ ଧକ୍କାରେ ଘଟଣା ସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ସୂଚନା ମତେ ତରାସିଂହା ଗ୍ରାମର ଲବ ବେହେରା
Read More...