Browsing Tag

saintala news

ବଡ଼ ମାଛକୁ ଛାଡି ଛୋଟ ମାଛ ଧରିବାକୁ ବନବିଭାଗର ତତ୍ପର

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ପ୍ରତ୍ୟେକ ବର୍ଷ ବୃକ୍ଷରୋପଣ ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବନବିଭାଗ ହେଲେ କାହା ପାଇଁ ନିଜ ପକେଟ ଗରମ ପାଇଁ ନା ପରିବେଶ ସୁରକ୍ଷା ପାଇଁ ବୋଲି ଲୋକଙ୍କ ଅଭିଯୋଗ ହେଉଛି । ଗଛ କାଟିବା ପାଇଁ ଏବେ ମାତିଛନ୍ତି ଗଛ ମାଫିଆ ଏବଂ ନିଦାବିଷ୍ଣୁ ସାଜିଛି
Read More...

ଡକାୟତି ଉଦ୍ୟମ ବେଳେ ଜଣେ ନାବାଳକ ସହ ୨ ଗିରଫ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ରୁଣୀମହୁଲ ଠାରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଜଣେ ନାବାଳକ ସହ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଡେଙ୍ଗ ଗ୍ରାମର ଜଣେ ବ୍ୟକ୍ତି କାମ ସାରି ନିଜ ଘରକୁ ଫେରୁଥିବା ବେଳେ ୨୬ ନଂ ଜାତୀୟ ରାଜପଥ ରୁଣୀମହୁଲ
Read More...

ଭାଗବତ ପାରାୟଣ ସପ୍ତାହ ଜମୁଛି ଭକ୍ତଙ୍କ ପ୍ରବଳ ଜନ ସମାଗମ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପରିସରଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମତ ଭାଗବତ ପାରାୟଣ ସପ୍ତାହ ଆୟୋଜିତ ହୋଇଯାଇଛି ।
Read More...

ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା : ୨ ବର୍ଷ ପରେ ବି ହିତାଧିକାରୀଙ୍କୁ ମିଳୁନି ଟଙ୍କା

ସଇଁତଲା, (ପ୍ରମୋଦ ସେଲମା) : ସରକାର ଗରିବ ଶ୍ରେଣୀ ଲୋକମାନଙ୍କ ମୃତ୍ୟୁ ସମୟରେ ଆର୍ଥିକ ଅଭାବ ଯୋଗୁଁ ଶବଦାହ ସମୟରେ ଘଟୁଥିବା ଅସୁବିଧାରୁ ମୁକ୍ତି ଦେବା ପାଇଁ ହରିଶ୍ଚନ୍ଦ୍ର ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଏହି ଶବଦାହ ସମୟରେ ହିଁ ୩ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ପ୍ରାବଧାନ
Read More...

୧୬ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କରମତଲା ପଞ୍ଚାୟତ ଅଧୀନ ଛନଛଡା ଗାଁ ଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବରପଡା ପୁରାଣ କମିଟି ଆନୁକୂଲ୍ୟରେ ୧୬ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ପରିପେକ୍ଷୀରେ ସ୍ଥାନୀୟ
Read More...

ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଟିକ୍ରାପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପରିଚାଳନା ସମିତିର ସଭାପତି ପ୍ରମୋଦ କୁମାର ପଶାୟତଙ୍କ ସଭାପତିତ୍ୱରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଇଁତଲାର
Read More...

ଆଳୁ ସଙ୍କଟ ଦୂର କରିବା ପାଇଁ ସଇଁତଲାରେ ଚାଷୀଙ୍କୁ ବିହନ ବଣ୍ଟନ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ଚଳିତ ବର୍ଷ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ବ୍ଲକ ଉଦ୍ୟାନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅତିରିକ୍ତ କୃଷି ଅଧିକାରୀ ଲଲାଟ କିଶୋରୀ ବାଗଙ୍କ ଉପସ୍ଥିତରେ ଆଳୁ ବିହନ
Read More...

୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ୨୦ରୁ ଅଧିକ ମହିଳା ହିତାଧିକାରୀ : ଥାନାରେ ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କୁମ୍ଭାରୀ ଗାଁର ମହିଳାମାନେ ବିଭିନ୍ନ ଫାଇନାନ୍ସ ସଂସ୍ଥା ଠାରୁ ଋଣ ଆଣି ୪୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ନେଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗାଁର ଜଣେ ଯୁବକ ଜଣକ ଟଙ୍କା ଆଦାୟ କରି ଚମ୍ପଟ
Read More...

ବୁର୍ଡା ଲକ୍ଷ୍ମୀପାଲି ଗାଁକୁ ସ୍ଥାୟୀ ରାସ୍ତା ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଅଧୀନସ୍ଥ ଡେଙ୍ଗ ପଞ୍ଚାୟତ ସ୍ଥିତ ବୁର୍ଡା ଲକ୍ଷ୍ମୀପାଲି ଗାଁକୁ ସ୍ଥାୟୀ ପକ୍କା ରାସ୍ତା ଖଣ୍ଡିଏ ନଥିବା ଦ୍ୱାରା ଅଞ୍ଚଳବାସୀ ତରଫରୁ ବାରମ୍ବାର ପ୍ରଶାସନ ଅଧିକାରୀଙ୍କୁ ଗୁହାରୀ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ବିଜେଡ଼ି ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ସଇଁତଲା ବ୍ଲକର ସମସ୍ତ ପଂଚାୟତ ସ୍ତରରେ କିଭଳି ଭାବରେ ବିଜେଡ଼ି ଦଳ ତଥା ସଂଘଠନ ମଜଭୂତ ହେବ
Read More...