Browsing Tag

saintala news

କଲରା ପତରିଆ ବାଘ ଛାଲ ଜବତ : ଜଣେ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର, ତଦନ୍ତ ଜାରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଁସର ଗ୍ରାମରୁ ବନ ବିଭାଗ କଲରା ପତରିଆ ବାଘ ଛାଲ ଜବତ କରିଛି । ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି । ସୂଚନା ମତେ କଁସର ଗ୍ରାମର ବିଶ୍ଵାମିତ୍ର ରଣାଙ୍କ ଘରେ ବାଘ ଛାଲ ଥିବା ବନ ବିଭାଗ ଖବର ପାଇଥିଲା । ଖବର
Read More...

ବଲାଙ୍ଗିର ସଚେତନ ମହିଳା ମଞ୍ଚଙ୍କୁ କରୋନା ଯୋଦ୍ଧା ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ନିଜ ଜୀବନ ଓ ନିଜ ପରିବାର ଲୋକଙ୍କୁ ଛାଡି ଦିନ ରାତି ପରିଶ୍ରମ କରି ଅନେକ ଅସହାୟ ଲୋକଙ୍କ ମୁହଁରେ ହସଫୁଟାଇ କରୋନା ଯୋଦ୍ଧା ଭାବରେ ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର
Read More...

ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତାଙ୍କୁ କରୋନା ଯୋଦ୍ଧା ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର ମୁନିଶ୍ରୀ ଜିନେଶ କୁମାରଜୀଙ୍କ ସାନ୍ନିଧ୍ୟରେ ବଲାଙ୍ଗୀର ସେଣ୍ଟ୍ରାଲ ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଜୈନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତା ମିଶ୍ର
Read More...

ମାଟ୍ରିକ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବେଲଗାଁର ସଫଳତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ସଫଳତାର ସହିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବେଲଗାଁ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଚଳିତବର୍ଷ ଏ୧ରେ ଜ୍ୟାତିର୍ମୟୀ ରଣା ୬୦୦ରୁ ୫୪୫ (୯୦.୮୩%), ସେଫାଳି ଭୋଇ ୬୦୦ରୁ ୫୪୨
Read More...

ବିରଳ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇଲେ ମିଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା କାଳରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ଅନେକ ଥର ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇ ଚର୍ଚ୍ଚାରେ ରହିଥିବା ଜଣେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳର ତଥା ଓଡ଼ିଶା ରକ୍ତଦାତା ମହାସଂଘ, ଟିଟିଲାଗଡ଼ ରକ୍ତ ଭଣ୍ଡାର
Read More...

ଡେଙ୍ଗରେ ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଞ୍ଚାଅ ନାରା ଦେଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା ସାଂସଦ ଓ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ମହାତ୍ମା ଗାନ୍ଧୀ ନିଯୁକ୍ତି ଯୋଜନାରେ ଆମ୍ବଚାଷ କରିବା ପାଇଁ ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କରମତଲାର ଦାବଯୋର ଗ୍ରାମରେ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବଚାଷୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ ବୈଠକ ଅନୁଷ୍ଠିତ ସଭାରେ ଟିକ୍ରାପଡ଼ା ମଣ୍ଡଳର ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ଚୌହାନଙ୍କ
Read More...

ବାରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ : ସେଲୁନ୍‌ ଖୋଲିବା ପାଇଁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରାକାରଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀକୁ ନେଇ ଅନେକ ଲୋକଙ୍କ ଜୀବନ ଜୀବିକା ଠପଊ ହୋଇପଡିଥିବା ବେଳେ କିଛି ଟଙ୍କା ରୋଜଗାର କରି ପେଟ ପୋଷୁଥିବା ବାରିକ ମାନଙ୍କ ପାଇଁ ଏବେ ଆର୍ଥିକ ସଙ୍କଟ ଦେଖାଦେଉଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା
Read More...

ଅନଲାଇନ୍ ମାଧ୍ୟମରେ ସମ୍ବଲପୁରୀ କବିତା ଆସର୍

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଁ ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଦ୍ଵାରା ଅନଲାଇନ୍ ମାଧ୍ୟମରେ ତା'ର ଏକାଦଶ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ତେବେ ସମ୍ବଲପୁରୀ କବିତା ପାଠକୁ ନେଇ ଏଥିରେ ମୋଟ ଛଅ ଜଣ କବି/କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ସେମାନେ ହେଲେ ସଂଗୀତା
Read More...

ବିପଦ ପୋଲ ଦେଇ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ : ନିର୍ମାଣ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ କାମ କରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଅଧିନସ୍ଥ ଦାବିଜୋରି ଠାରୁ ଭୋଇରପଡା ଏବଂ ଭିର୍କାପଡାକୁ
Read More...