Browsing Tag

rourkela news

ଆନ୍ତଃଜିଲ୍ଲା ଗ୍ରାମୀଣ ହକି ପ୍ରତିଯୋଗିତା ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) :ସାଗରିକା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆନ୍ତଜିଲ୍ଲା ଗ୍ରାମୀଣ ହକି ପ୍ରତିଯୋଗିତା ସେକ୍ଟର ୧୯ସ୍ଥିତ ବେଥାନୀ ପଡିଆ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ହକି ଖେଳାଳି
Read More...

ରାଉରକେଲାରେ ରେଳ ଡିଭିଜନ ପାଇଁ ଖଣିଜ ଓ ପରିବହନ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରେଳ ଡିଭିଜନ ଓ ବନ୍ଧମୁଣ୍ଡା ଠାରେ ଏକ ରେଳ କୋଚ ଫ୍ୟାକ୍ଟ୍ରି ପ୍ରତିଷ୍ଠା ନେଇ ଏକ ସ୍ମାରକପତ୍ର ରାଜ୍ୟ ଖଣିଜ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପ୍ରଦାନ କରାଯାଇଛି । ଏହି ସଂପର୍କରେ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟି ତରଫରୁ
Read More...

ଭିଡିଓ କନଫରେନ୍ସିଂ ଜରିଆରେ ଅନଲାଇନ ପାଇଲଟ୍ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ରାଉରକେଲା : ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ୱତ୍ତ୍ୱ ନିଜ ନାମରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ କରିବା ପାଇଁ ରାଉରକେଲା ମହାନଗର ନିଗମ ବାସିନ୍ଦାଙ୍କୁ ଏଣିକି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଅନଲାଇନ ମାଧ୍ୟମରେ
Read More...

ଇସ୍ପାତ କାରଖାନାରେ ଧର୍ମଘଟ ଶତ ପ୍ରତିଶତ ସଫଳ

ରାଉରକେଲା : ଆଜି ମିଳିତ ଟ୍ରେଡ ୟୁନିୟନର ଡାକରାରେ ସେଲ୍ ବ୍ୟାପି ଧର୍ମଘଟ ରାଉରକେଲା ଇସ୍ପାତ କାରଖାନାରେ ଶତ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି । ସମସ୍ତ ଇସ୍ପାତ କାରଖାନା କର୍ମଚାରୀ ସ୍ୱତଃ ପ୍ରବୃତ୍ତ ଏହି ଧର୍ମଘଟରେ ସାମିଲ ହୋଇ ଏହାକୁ ସଫଳ କରିଥିବା ବେଳେ ଏହା ଭାରତ ଇତିହାସରେ ଏକ
Read More...

ରାଉରକେଲା ମହାନଗରରେ ‘ଗାଁ ଆମ୍ବର ପସରା’

ରାଉରକେଲା : ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଷ୍ଟଲ ଉତ୍ପାଦକ ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ ରାଉରକେଲାରେ ଖଣ୍ଡାଧାର ଅଞ୍ଚଳର ସୁଆଦିଆ ଆମ୍ବ ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ । ଏଥିପାଇଁ ସ୍ଥାନୀୟ ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ
Read More...

ପରିବେଶ ଦିବସ ପାଳିତ

ରାଉରକେଲା : ବିଶ୍ଵ ପରିବେଶ ଦିବସ ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ଓ ବବିତା ସିଂଙ୍କ ନେତୃତ୍ବରେ ଗଛର ଚାରା, ସାନିଟାଇଜର ଓ ମାସ୍କ ଆଦି ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଥିଲା । କଲୁଙ୍ଗା ଖ ପଞ୍ଚାୟତର ମାରଙ୍ଗିପିଡି ଓ ଗୋଇଭଙ୍ଗା ଗାଁରେ
Read More...

ଉଦ୍‌ଘୋଷିକା ସାରସ୍ୱତ ମହିଳା ମିନାକ୍ଷୀ ଧର ଆଉ ନାହାନ୍ତି

ରାଉରକେଲା, (କେପିଏନ୍‌ଏସ୍‌) : ଚମତ୍‌କାର ଉଦ୍‌ଘୋଷିକା, ସାରସ୍ୱତ ମହିଳା ମିନାକ୍ଷୀ ଧର ଆଉ ନାହାନ୍ତି । ଆଜି ମଧ୍ୟାହ୍ନରେ ସେ ଆରପାରିକୁ ଚାଲିଯାଇଥିବା ଜଣାପଡ଼ିଛି । ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦୀର୍ଘ ଏକ ସପ୍ତାହ ଧରି ସେ ଚିକିତ୍ସିତ ହେଉଥିଲେ । ତାଙ୍କୁ ହରାଇ ଇସ୍ପାତ ନଗରୀ
Read More...

ନଦୀରେ ଖସିପଡିଲା ରେଳ ଇଞ୍ଜିନ

ରାଉରକେଲା : ନଦୀରେ ଖସିପଡିଲା ରେଳ ଇଞ୍ଜିନ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ହାଟିଆରୁ ରାଉରକେଲା ଆସୁଥିଲା ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ତେବେ ଭୁଲ ସିଗନାଲ ଯୋଗୁଁ ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ଟ୍ରେନର ବଗିରୁ ଇଞ୍ଜିନ ଅଲଗା ହୋଇ ନଦୀରେ ଖସି ପଡିଲା ।
Read More...

ରାଉରକେଲାରେ କୋଭିଡ୍‌ ୧୯ ଟୀକାକରଣ ପାଇଁ ନୂଆ ନିୟମ

ରାଉରକେଲା : ରାଉରକେଲାରେ କୋଭିଡ୍‌୧୯ ଟୀକାକରଣ ପାଇଁ ନୂଆ ନିୟମ ଆସନ୍ତା ମେ ୧୧ ତାରିଖରୁ ଲାଗୁ ହେବାକୁଯାଉଛି । ଦିନେ ଛଡ଼ା ଦିନେ ଟୀକାଦାନ ବ୍ୟବସ୍ଥା ଅନୁଯାୟୀ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବର୍ଗର ହିତାଧିକାରୀ ମାନଙ୍କୁ ଏବେ କେବଳ
Read More...

ବର୍ଷିଆନ ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ଦେହାନ୍ତ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସହରର ବର୍ଷିଆନ ସାମ୍ବାଦିକ, ସମାଜସେବୀ ତଥା ଆଗଧାଡ଼ିର ଲଢ଼ୁଆ ମଣିଷ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । କରୋନା ସଂକ୍ରମଣରେ ତାଙ୍କ ପରଲୋକ ହୋଇଥିବା କୁହାଯାଇଛି । ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ
Read More...