ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ୪ ନାବାଳିକା : ୩ ଉଦ୍ଧାର, ଜଣେ ନିଖୋଜ
ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିବା ୪ ନାବାଳିକା ବୁଡ଼ି ଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାଉରକେଲାର ପାନପୋଷ ବ୍ରାହ୍ମଣି ଘାଟକୁ ଗାଧୋଇବାକୁ ଯାଇଥିବା ୪ ଜଣ ନାବାଳିକା ବୁଡ଼ିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ଲୋକେ!-->…
Read More...
Read More...