Browsing Tag

rourakela news

ତ୍ରିତାପ ହରଣ ପଞ୍ଚ ଦିବସୀୟ ଶାନ୍ତି ମହାଯଜ୍ଞ ଓ ଦିବ୍ୟ ପ୍ରବଚନ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ସ୍ଥଳୀ, ବେଦବ୍ୟାସ ପୀଠ, ରାଉରକେଲାଠାରେ ତ୍ରିତାପ ହରଣ ପଞ୍ଚ ଦିବସୀୟ ଶାନ୍ତି ମହାଯଜ୍ଞ ଓ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ପ୍ରଥମ ଦିବସରେ ଯଜ୍ଞ ମଣ୍ଡପ ପ୍ରତିଷ୍ଠା, ଶ୍ରୀ କଳସ ଶୋଭାଯାତ୍ରା,
Read More...

ବସୁଧୈବ କୁଟୁମ୍ବକମର ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ ର ସପ୍ତାହବ୍ୟାପୀ ବନମହୋତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ସହରର ବିଭିନ୍ନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକ, ସାଧାରଣ
Read More...

ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ରେ ଗୁରୁ ପୂର୍ଣିମା ଉତ୍ସବ ଶ୍ରଦ୍ଧା ଭକ୍ତି ଓ ଗରିମା ସହିତ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ବଜାରରେ ୫୦ ବର୍ଷ ଧରି ଗୁଣବତ୍ତା ଓ ପାରମ୍ପରିକତାର ପରିଚାୟ ହୋଇଥିବା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି କାରଖାନା ପରିସରରେ ଗୁରୁ ପୂର୍ଣିମା ଅତ୍ୟନ୍ତ ଭବ୍ୟ ଓ ଆଧ୍ୟାତ୍ମିକ ଭାବେ ଉଦ୍‌ଯାପିତ ହୋଇଛି । କାର୍ଯ୍ୟକ୍ରମର ଆରମ୍ଭ
Read More...

ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରା, କୋଲଚକଡ଼ା ଓ ଜଳ ଗ୍ରାମରେ ଓଡ଼ିଆ ଶ୍ରୀମଦ୍ଭାଗବତ : ଛବିଳ ମଧୁ ବର୍ଣ୍ଣବୋଧ ଓ…

ରାଉରକେଲା, (ସସ୍ମିତା ପ୍ରଧାନ) : ମାଆ ତାରିଣୀ ସାହିତ୍ୟ ସଂସଦ, ଗଦାଧର ପୁର, ଘଟଗାଁ, କେନ୍ଦୁଝରର ପ୍ରତିଷ୍ଠାତା ରାମ ନାରାୟଣ ଶର୍ମାଙ୍କ ଦ୍ୱାରା ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରା, କୋଲଚକଡ଼ା ଓ ଜଳ ଗ୍ରାମରେ ଓଡ଼ିଆ ଭାଗବତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ
Read More...

ଶିଶୁ ଓ ମାତୃତ୍ଵ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଜୁଲାଇ ମାସର କାର୍ଯ୍ୟକ୍ରମରେ ଶିଶୁ ଓ ମାତୃତ୍ଵ ସମ୍ପର୍କରେ ଆଲୋଚନାଚକ୍ର ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ରୋଟାରିଆନ ବିଣାପାଣି ରଥଙ୍କ ଅଧ୍ୟକ୍ଷତ ଓ ସମ୍ପାଦିକା ରୋଟାରିଆନ
Read More...

କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କ ଦେଶବ୍ୟାପୀ ଧର୍ମଘଟ ରାଉରକେଲାରେ ସଂପୂର୍ଣ୍ଣ ସଫଳ, ଜନଜୀବନ ପ୍ରଭାବିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ୧୦ଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ ଓ କର୍ମଚାରୀ ଫେଡେରେସନ ପକ୍ଷରୁ ଆହୂତ ଆଜିର ଦେଶବ୍ୟାପୀ ସାଧାରଣ ଧର୍ମଘଟ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ଜନସାଧାରଣଙ୍କ ଅପୂର୍ବ ସମର୍ଥନ ଯୋଗୁଁ ସଫଳ ହୋଇଛି ବୋଲି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓସିଆଇଟିୟୁ ପକ୍ଷରୁ
Read More...

କୋଏଲ ନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଜନ ସମାରୋହ ଓ ନିଳାଦ୍ରୀ ବିଜେ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ତରଫରୁ ବାହୁଡ଼ା ଯାତ୍ରାରୁ ଭଜନ ପରିବେଷଣ, ନୃତ୍ୟ ଓ ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ୫ ତାରିଖରେ ବାହୁଡା ଯାତ୍ରା, ସ୍ୱରବ୍ରହ୍ମ
Read More...

ଜେ ପି ହସ୍ପିଟାଲରେ ମହିଳାଙ୍କୁ ନିର୍ଯ୍ୟାତନା ବିରୋଧରେ ଥାନାରେ ମାମଲା ରୁଜୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଜେ ପି ହସ୍ପିଟାଲରେ ଚାକିରୀ କରିଥିବା ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯିବା ବିରୋଧରେ ସମ୍ପୃକ୍ତ ମହିଳା ଉଦିତ ନଗର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜୁଲାଇ ୫ ତାରିଖ ରାତି ୯ଟା ୩୦ ସମୟରେ ବେଦବ୍ୟାସ ରହୁଥିବା ମୋନାଲିସା ସାମଲ (୪୧), ସ୍ୱାମୀ
Read More...

ଭାରତ ବନ୍ଦ ପ୍ରଭାବ : ରାଉରକେଲାରେ ଆଂଶିକ, ସୁନ୍ଦରଗଡ଼ରେ ଅଧିକ

ରାଉରକେଲା : ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଶ୍ରମିକ ସଙ୍ଗଠନର ମିଳିତ ଡାକରାରେ ଆଜି ଭାରତ ବନ୍ଦ କରାଯାଇଛି । ଶ୍ରମିକ ନୀତି, କୃଷି ବିରୋଧ ନୀତି, ମାଇନ୍ସ, କୋଇଲା କାରଖାନାରେ ଶ୍ରମିକ ବିରୋଧୀ କାର୍ୟ୍ୟକୁ ନେଇ ଏହି ଧର୍ମଘଟ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଛି ।
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭା ମହିଳା ଶାଖାର ଖେଚୁଡ଼ି ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ମହିଳା ଶାଖା ତରଫରୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଉପଲକ୍ଷେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖେଚୁଡ଼ି ବଣ୍ଟନ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଅଧ୍ୟକ୍ଷତାରେ
Read More...