୧୪୩ ନଂ ଜାତୀୟ ରାଜପଥର କୁମାକେଲା ଓଭର ବ୍ରିଜ ତଳୁ ମିଳିଥିବା ଅର୍ଦ୍ଧଦଗ୍ଧ ମହିଳାଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ
ରାଉରକେଲା, (ସସ୍ମିତା ପ୍ରଧାନ) : ଚାନ୍ଦି ପୋଷ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର କୁମାକେଲା ଓଭର ବ୍ରିଜ ତଳେ ଅଧା ପୋଡାଥିବା ଅବସ୍ଥାରେ ଏକ ଶବ ମିଳିବା ଘଟଣାକୁ ନେଇ ଚାନ୍ଦିପୋଷ ଥାନା ପୁଲିସକୁ ସଫଳତା ମିଳିଛି । ଏ ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭା ଶଙ୍କର ନାୟକ ଓ ବଣାଇ!-->…
Read More...
Read More...