Browsing Tag

rourakela news

ଅନ୍ୱେଷାର ୧୧୦ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ସେକ୍ଟର ୬ ସ୍ଥିତ ସରୋବର କୋର୍ଟ ଠାରେ ୧୧୦ ତମ ସାମୁହିକ ଜନ୍ମଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣରାଶି ବଣ୍ଟନ ସମାରୋହ

ରାଉରକଲା, (ସସ୍ମିତା ପ୍ରଧାନ) : ଭଞ୍ଜ ଭବନ, ରାଉରକେଲାରେ ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟ, ରାଉରକେଲା, ଓ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ଼ ପକ୍ଷରୁ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ତଥା ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ
Read More...

ସୁବର୍ଣ୍ଣରେଖା ଆନୁକୁଲ୍ୟରେ, ନିଶୁଳ୍କ ହାର୍ଣ୍ଣିଆ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ :

ରାଉରକେଲା, (ସସ୍ମିତା ପ୍ରଧାନ) : ସୁବର୍ଣ୍ଣରେଖା ଓ ସାଇ ଲାପାରସ୍କୋପିକ ହସ୍ପିଟାଲ, ସିଭିଲ ଟାଉନସିପ, ସହଯୋଗରେ ଏକ ନିଶୁଳ୍କ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ପ୍ରତାପ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସହଯୋଗୀ କୁଶଳୀ
Read More...

‘ଆମେ ଓଡିଆ’ ରାଉରକେଲା ଶାଖାରେ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଓଡ଼ିଆ ମାନଙ୍କୁ ନେଇ "ଆମେ ଓଡ଼ିଆ" ରାଉରକେଲା ଶାଖା ଗଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଐତିହକୁ ଉଜ୍ୱାବିତ କରି ରଖିବା ସହିତ, ଓଡ଼ିଆ ମାନଙ୍କର ସ୍ୱାଭିମାନ ତଥା ପରିଚୟକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ନିରନ୍ତର
Read More...

ଶତାୟୁଙ୍କୁ ଶ୍ରଦ୍ଧା ଜ୍ଞାପନ କଲେ ବନ୍ଧୁ ଓ ପରିବାରବର୍ଗ

ରାଉରକେଲା, (ସସ୍ମିତା ପ୍ରଧାନ) : ହରେକୃଷ୍ଣ ପାତ୍ର ତାଙ୍କ ଜନ୍ମର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ବନ୍ଧୁ ଓ ପରିବାରବର୍ଗ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରାଯାଇଛି । ସେକ୍ଟର ୨ ଠାରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ସହରର ବହୁ
Read More...

୨୫ ତମ ବାର୍ଷିକୋତ୍ସବରେ ପଞ୍ଚତତ୍ୱର ସଫଳତା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପଞ୍ଚତତ୍ୱ ଗତ ଫେବୃଆରୀ ମାସ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ବିହାରର ବରିଆରପୁର ଠାରେ ଆୟୋଜିତ ହୋଇଥିବା ଅନ୍ତଃର୍ଜାତୀୟ ସାଂସ୍କୃତିକ ମହୋତ୍ସବ ଅଙ୍ଗନାଟ୍ୟ ଯଜ୍ଞର ୨୫ ତମ ବାର୍ଷିକୋତ୍ସବରେ ସଫଳତା ହାସଲ କରି
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ଓ ଉପସଭାପତି
Read More...

ପୁସ୍ତକ ନୀଳତୃଷ୍ଣାର ରାତି କବିତା, ବାର୍ଷିକ ଉତ୍ସବରେ ପୁରସ୍କୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା କବି ସୁଶାନ୍ତ କୁମାର ନାୟକଙ୍କ ତୃତୀୟ କବିତା ସଙ୍କଳନ ନୀଳତୃଷ୍ଣାର ରାତି , ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ପରିସରରେ ଉତ୍କଳ ଭାରତୀ ବିଦୁଷ ସଭାଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବରେ ପୁରସ୍କୃତ ହୋଇଛନ୍ତି । ଅନୁଷ୍ଠାନ ତରଫରୁ
Read More...

ବଜେଟରେ ସୁନ୍ଦରଗଡ଼ ଜିଲ୍ଲାକୁ ଅଣଦେଖା ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ରାଜ୍ୟ ସରକାର ନିକଟରେ ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ସର୍ବମୋଟ ଦୁଇ ଲକ୍ଷ ନବେ ହଜାର ଟଙ୍କାର ସନ୍ତୁଳିତ ବଜେଟରେ ଷୋହଳଟି ନୂଆ ସହ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟର ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ
Read More...

ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ
Read More...