ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ
ରାଉରକେଲା/ ଆମେରିକା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଭାଇଚାରାର ପର୍ବ ନୂଆଁଖାଇ ସୁଦୂର ଆମେରିକାର ହଷ୍ଟନ ସହରରେ ପାଳିତ ହୋଇଯାଇଛି । ଏହି ସହରରେ ବସବାସ କରୁଥିବା ପ୍ରାୟ ୨୦୦ ପରିବାର ବିଶେଷ କରି ପଶ୍ଚିମ ଓଡିଶାର ବ୍ୟକ୍ତି ବିଶେଷମାନେ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେଠାରେ!-->…
Read More...
Read More...