Browsing Tag

rourakela news

୧୧୮ ତମ ସାମୁହିକ ଜନ୍ମଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼. ଏ. ପି. ଜେ. ଅବଦୁଲ କଲାମଙ୍କ ୯୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସାମାଜିକ ସଂଗଠନ ଅନ୍ୱେଷା ଓ ସହଯୋଗୀ ସଂସ୍ଥା ରାଉରକେଲା ସିଟି ରାଉଣ୍ଡ ଟେବୁଲ ଓ ରାଉରକେଲା ସିଟି ଲେଡିସ ସର୍କଲର ମିଳିତ ଆନୁକୂଲ୍ୟରେ ଟିମ୍ବର କଲୋନୀ ସ୍ଥିତ
Read More...

‎‎ବାଣ ଦୋକାନ ସ୍ଥାନନ୍ତର ନେଇ ବାଣ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସ୍ଥିତ ପାୱାର ହାଉସ ରୋଡ ଫାୟାର ଷ୍ଟେସନ ସମ୍ମୁଖରେଥିବା ପଡିଆରେ ଦୀର୍ଘ ବହୁ ବର୍ଷଧରି ବାଣ ବ୍ୟବସାୟୀମାନେ ତାଙ୍କର ବାଣ ବ୍ୟବସାୟ କରିଆସୁଥିଲେ ହେଁ ଚଳିତ ବର୍ଷ ତାଙ୍କୁ ସେହିସ୍ଥାନରେ ଅନୁମତି ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସ୍ୱଳ୍ପ ସମୟ ଥିବା
Read More...

ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଜଷ୍ଟିସ ଏ. କେ. ପଟ୍ଟନାୟକଙ୍କ ସୁନ୍ଦରଗଡ ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି)ର ନିରୀକ୍ଷଣ କର୍ତ୍ତୃପକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଜଷ୍ଟିସ ଏ. କେ. ପଟ୍ଟନାୟକ ସୁନ୍ଦରଗଡର ୫ ଦିନିଆ ଗସ୍ତରେ ଆସିଛନ୍ତି । ଏହି ଗସ୍ତରେ ସେ ଓମ୍ବାଡସି ପାଣ୍ଠି
Read More...

ରାଉରକେଲା ସେକ୍ଟର-୨୦ ବାବା ଜଳେଶ୍ୱର ମନ୍ଦିରରେ ସ୍ୱର୍ଗତଃ ରମେଶ ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (କେପିଏନ୍‌ଏସ୍‌) : ଇସ୍ପାତ ସହରର ସେକ୍ଟର-୨୦ ପମ୍ପ ହାଉସ୍ ନିକଟସ୍ଥ ପାହାଡ଼ ଉପରେଥିବା ବାବା ଜଳେଶ୍ୱର ମନ୍ଦିରରେ ସ୍ୱର୍ଗତଃ ସମାଜସେବୀ ରମେଶ ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତଃ ରମେଶ ପାତ୍ରଙ୍କ କନ୍ୟା ରଶ୍ମିତା ମାଝୀ
Read More...

ସୁନାରେ ତିଆରି ସାରଙ୍କ ଧନୁ ଅଯୋଧ୍ୟା ପଠାଇବାକୁ ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାରେ ପ୍ରସ୍ତୁତ କରାଯାଉଥିବା ସାରଙ୍କ ଧନୁକୁ ଅଯୋଧ୍ୟାର ରାମମନ୍ଦିରକୁ ପଠାଇବା ପ୍ରସ୍ତୁତି ଆରମ୍ଭ ହୋଇଛି । ଏସମ୍ପର୍କରେ ସନାତନ ଜାଗରଣ ମଞ୍ଚର ଅଧ୍ୟକ୍ଷ ସନ୍ତୋଷ ବିଶ୍ୱାଳ ସୂଚନା ଦେଇ କହିଛନ୍ତି ଯେ, ଅଯୋଧ୍ୟା ରାମ ମନ୍ଦିରର ମହାସଚିବ ଚମ୍ପତ ରାୟଙ୍କ
Read More...

ଆଧୁନିକ ସାହିତ୍ୟ, ଶିଶୁ ମନସ୍ତାତ୍ତ୍ୱିକ ନୁହେଁ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ଶୀର୍ଷକ 'ଆଧୁନିକ ସାହିତ୍ୟରେ ଶିଶୁ ମନସ୍ତତ୍ତ୍ୱ' ଉପରେ ଆଲୋକପାତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ତୁଳନାତ୍ମକ ଚିତ୍ର, ଆଧୁନିକ ସାହିତ୍ୟି ଓ ଶିଶୁ ସାହିତ୍ୟ ଉପରେ ଆଲୋଚନା
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଛେଣ୍ଡ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ କାଶୀନାଥ ନନ୍ଦୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ଗାଳ୍ପିକ ସଞ୍ଜୀବ ଭୋଇ
Read More...

ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ

ଆଚରଣରୁ ଧର୍ମର ପ୍ରତିଷ୍ଠା ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ମୟ ଏକାଡେମୀ, ଫର୍ଟିଲାଇଜର ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାରନଗରୀ ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ସମାବେଶ ସହ ମହର୍ଷି ବାଲ୍ମୀକି ଜୟନ୍ତୀ ଓ ରାମକଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...

ସତଭାବନା ଲକ୍ଷେଘର ସମାଜର ନୂଆଁଖାଇ ଭେଟଘାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ସତଭାବନା ଲକ୍ଷେଘର ସମାଜ ରାଉରକେଲାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ନୂଆଁଖାଇ ଭେଟଘାଟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ପ୍ରଦୀପ ସୁରଝଲିଆଙ୍କ ସଭାପତିତ୍ୱ, ସମ୍ପାଦକ ଅଶ୍ୱିନୀ କୁମାର ଶାସିନୀଙ୍କ ଆବାହକତ୍ୱରେ ଆୟୋଜିତ
Read More...

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯ୍ୟକ୍ରମ

ଅକ୍ଷୟ ମହାନ୍ତିଙ୍କୁ ମନେପକାଇଲେ ସଂଗୀତ ପ୍ରେମୀ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାରର ସୁର ତରଙ୍ଗ ପକ୍ଷରୁ ଓଡ଼ିଆ ସଙ୍ଗୀତ ଜଗତର ଅବିସ୍ମରଣୀୟ ସ୍ୱର ସାଧକ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ ଉପଲକ୍ଷେ “ଅକ୍ଷୟ ମହାନ୍ତି ସ୍ପେଶାଲ୍ ସଙ୍ଗୀତ
Read More...