Browsing Tag

rourakela news

ସରସ ସ୍ୱଦେଶୀ ମେଳା ଆରମ୍ଭ : ସ୍ୱଦେଶୀ ଆପଣେଇବାକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଓରମାସର ମିଳିତ ଆନୁକୂଲ୍ୟରେ ସରସ ସ୍ୱଦେଶୀ ମେଳା ଆରମ୍ଭ ହୋଇଯାଇଛି । ଏହା ମାର୍ଚ୍ଚ ୯ ତାରିଖ ଯାଏ ଚାଲିବ । ଆଜି ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର
Read More...

ସିପିଆଇଏମ୍‌ର ପଶ୍ଚିମାଞ୍ଚଳ ଜୋନ୍ ସ୍ତରୀୟ ଶିକ୍ଷା ଶିବିର ରାଉରକେଲାରେ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ ଓଡ଼ିଆ ରାଜ୍ୟ କମିଟି ନିଷ୍ପତ୍ତି କ୍ରମେ ପଶ୍ଚିମାଞ୍ଚଳ ଜୋନ୍ ସ୍ତରୀୟ ଦୁଇ ଦିନିଆ ଶିକ୍ଷା ଶିବିର ଆଜି ରାଉରକେଲା ସ୍ଥିତ ସିପିଆଇଏମ୍ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଏ କେ ଜି ଭବନ ଶକ୍ତିନଗର ଠାରେ ଆରମ୍ଭ ହୋଇଛି । ନବ୍ୟ ଉଦାରବାଦ ଓ
Read More...

ରାଇଜିଂ କ୍ଲବ ପକ୍ଷରୁ ‘୮ମ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬’ ଆସନ୍ତା ୨୮ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତବର୍ଷ ମାନଙ୍କ ପରି ଚଳିତବର୍ଷ ମଧ୍ୟ ରାଇଜିଂ କ୍ଲବ, ରାଉରକେଲା ପକ୍ଷରୁ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏସମ୍ପର୍କରେ ଏହି ଟୁର୍ଣ୍ଣାମେଣ୍ଟର ସାଂଗଠନିକ ସମ୍ପାଦକ ଶିଶିର ସାହୁ ଓ ଅନ୍ୟ ସଦସ୍ୟମାନେ ସାମ୍ବାଦିକଙ୍କୁ
Read More...

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଆର୍‌ଏସ୍‌ପି ସମ୍ବନ୍ଧୀୟ ବିଷୟ ଉଠାଇଲେ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ବିଭିନ୍ନ ଇସ୍ପାତ ଉଦ୍ୟୋଗ ଏବଂ ବିଭିନ୍ନ ଖଣି ତଥା ଖଣିଜ ପଦାର୍ଥକୁ ନେଇ ରାଜ୍ୟରେ କାର୍ଯ୍ୟ କରୁଥିବା ବିଭିନ୍ନ ଇସ୍ପାତ ଓ ଖଣି ପ୍ରତିଷ୍ଠାନ ସମୂହର କାର୍ଯ୍ୟର ସମୀକ୍ଷା କରିବା ସହିତ ସମୟ ସମୟରେ ଓଡ଼ିଶାର ସ୍ୱାର୍ଥ
Read More...

ରିଲାଏନ୍ସ ଡିଜିଟାଲର ସେବାରେ ଅବହେଳା : କଞ୍ଜୁମର ମାମଲାରେ କମ୍ପାନୀକୁ ଜରିମାନା

ରାଉରକେଲା, (ସସ୍ମିତା ପ୍ରଧାନ) : ରିଲାଏନ୍ସ ଡିଜିଟାଲ କମ୍ପାନୀ ପକ୍ଷରୁ ନିର୍ମିତ ଇଲେକ୍ଟ୍ରୋନିକ୍ ପଦାର୍ଥରେ ସେବା ଯୋଗାଇବାରେ ବିଫଳତା ଯୋଗୁଁ, କଞ୍ଜୁମର ଅଦାଲତରେ ଏକ ମାମଲାର ବିଚାର କରି ଜିଲ୍ଲା କଞ୍ଜୁମର ଅଦାଲତଙ୍କ ଦ୍ୱାରା ରିଲାଏନ୍ସ ଡିଜିଟାଲକୁ ମେସିନର ମୂଲ୍ୟ ସହିତ ୧୦ ହଜାର ଟଙ୍କା
Read More...

ନକଲି ଆଧାରକାର୍ଡ ବନାଇ ତିନିକୋଟି ଟଙ୍କାର ଜମି ବିକିଦେଲେ ଦଲାଲ

ଲାଠିକଟା ତହସିଲଦାରଙ୍କ ଭୂମିକା ସନ୍ଦେହ ଘେରରେ - ସରପଞ୍ଚ ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ କିଛିଦିନ ହେବ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଜମି ମାଫିଆ/ଦଲାଲ ମାନଙ୍କ ଦ୍ୱାରା ନକଲି କାଗଜ ପ୍ରସ୍ତୁତ କରି
Read More...

ଭାରତ ବିକାଶ ପରିଷଦର ଆନେମିଆ ମୁକ୍ତ ଭାରତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦର ମହିଳା ସହଭାଗିତା ବିଭାଗ ତରଫରୁ ଆନେମିଆ ମୁକ୍ତ ଭାରତ ଭଳି ଏକ ସଚେତନତା କାର୍ଯ୍ୟକ୍ରମ କୋଏଲ ନଗର ସରସ୍ଵତୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡ ଓ ସମ୍ପାଦକ ବନ୍ଦିତା ମାହତୋଙ୍କ
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରିମ୍ସ ରୋଟ୍ରାକ୍ଟ କ୍ଲବର ମିଳିତ ଆନୁକୂଲ୍ୟରେ ରିମ୍ସ ପରିସରରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ସମୟରେ କିପରି ନିଜକୁ ସୁରକ୍ଷିତ ତଥା
Read More...

ଗୃହସ୍ଥୀ ଉଦ୍ୟୋଗ ପ୍ରା. ଲି.କୁ ତୋଷାଳୀ ସ୍ୱଦେଶୀ ମେଳାରେ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଗଣେଶ ପ୍ରସାଦ ବାଗଡ଼ିଆଙ୍କୁ ଓଡିଶା ସରକାରଙ୍କ ବସ୍ତ୍ର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ତୋଷାଳୀ ସ୍ୱଦେଶୀ ମେଳା ରେ ସମ୍ମାନିତ କରାଯାଇଥିଲା
Read More...

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିରଜା କ୍ଷେତ୍ର ସଂଘ ରାଉରକେଲା ତରଫରୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୟନ୍ତୀ ସେକ୍ଟର ୭ ସ୍ଥିତ ସିଅର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର
Read More...