Browsing Tag

rourakela news

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

ଦ୍ୱିତୀୟ ସଂନ୍ଧ୍ୟାରେ ରେ ନାଟକ ଜାତି ନନ୍ଦିଘୋଷ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ ଭବାନୀପାଟଣାର ସ୍ମାରକୀ ନାଟ୍ୟ ସଂସ୍ଥା ତରଫରୁ ନାଟକ ଜାତି ନନ୍ଦିଘୋଷ ମଞ୍ଚସ୍ଥ ହୋଇଯାଇଛି ।
Read More...

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ରାଉରକେଲା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳା ଗତ ୧୮ ତାରିଖରୁ ଆରମ୍ଭ ହୋଇ ଆଜି ସମାରୋପ ହୋଇଥିଲା ।
Read More...

ସୁର ତରଙ୍ଗର ମାସିକ ଓଡ଼ିଆ ଓ ହିନ୍ଦୀ ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ଓ ହିନ୍ଦୀ ସଂଗୀତ ପରିବେଷଣ କରାଯାଇଥିଲା । ସୁର ତରଙ୍ଗର
Read More...

ସିଆର୍‌ଏମ୍‌ ଋଣ ସମବାୟ ସମିତିର ୫୦ତମ ସଧାରଣ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଲ୍ଡ ରୋଲିଂ ମିଲ୍ ଋଣ ସମବାୟ ସମିତିର ୫୦ତମ ସଧାରଣ ବୈଠକ ସାଲୁ କୁଅଁର କିସ୍କୁଙ୍କ ଅଧ୍ୟକ୍ଷତାରେ ସେକ୍ଟର -୭ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଯାଇଛି । ଏହି ବୈଠକରେ ଆର୍‌ଏସ୍‌ପିର ମହାପ୍ରବନ୍ଧକ ଡି. ବାନାର୍ଜୀ ମୁଖ୍ୟ ଅତିଥି, ଓ
Read More...

ବରିଷ୍ଠ ସାମ୍ବାଦିକ ରବି କାନୁନଗୋଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ କବି ଓ ସାମ୍ବାଦିକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ତଥା ସହରର ଜଣାଶୁଣା ସାମ୍ବାଦିକ ତଥା ଦୈନିକ ସୂର୍ଯ୍ରପ୍ରଭା ଖବରକାଗଜର ସମ୍ପାଦକ ରବି କାନୁନଗୋଙ୍କ ୮୧ ତମ ଜନ୍ମ ଦିନ ପାଳନ ଅବସରରେ ତାଙ୍କ ବାସଭବନରେ ସହରର କବି, ସାହିତ୍ୟିକ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରୋଗ
Read More...

ସାଥୀ ଦିବାକର ନାୟକଙ୍କ ବିୟୋଗରେ ସିପିଆଇର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ପାର୍ଟି ମୁଖପତ୍ର ନୂଆ ଦୁନିଆର ପୂର୍ବତନ ସମ୍ପାଦକ, ଛାତ୍ର ଜୀବନରେ ଏଆଇଏସ୍ଏଫ୍‌ର ଟାଣୁଆ ନେତା, ଏଆଇଟିୟୁସିର ପୂର୍ବତନ ରାଜ୍ୟ ଉପସଭାପତି, ମାର୍କସବାଦୀ ଦର୍ଶନର ଜ୍ଞାନୀ, ଜୀବନର ଶେଷ ସମୟ
Read More...

ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜାତୀୟ ଆନ୍ଦୋଳନ ଓ ମୁକ୍ତି ସଂଗ୍ରାମ ପାଇଁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଅବଦାନ ଅତୁଳନୀୟ । ତାଙ୍କର ଭାବ-ଉଦ୍ଦୀପକ କବିତାବଳୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଜାତୀୟତାର ଝଂକାର ସୃଷ୍ଟି କରିଥିଲା । ବାସ୍ତବରେ ଜାତି ଓ ଦେଶ ପାଇଁ
Read More...

ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୭/୧୭ ଛକଠାରେ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ପ୍ରାକ୍ତନ ନିର୍ବାହୀ
Read More...

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

"ନାଟ୍ୟମ" ଅନୁଗୁଳର ନାଟକ "ତ୍ରିଶଙ୍କୁ "ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପ୍ରଥମ ଦିବସରେ ଅନୁଗୁଳର ନାଟ୍ୟ ସଂସ୍ଥା ନାଟ୍ୟମ ତରଫରୁ ନାଟକ ତ୍ରିଶଙ୍କୁ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ତଥା ନିର୍ଦ୍ଦେଶକ
Read More...

ରାଉରକେଲା ସାହିତ୍ୟ ସଂସଦର ପ୍ରଥମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦର ପ୍ରଥମ ବାର୍ଷିକୋତ୍ସବ ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ଓ
Read More...