Browsing Tag

rourakela news

ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ ଯୁବ ରେଡକ୍ରସ ସୋସାଇଟି ଦ୍ୱାରା ଆୟୋଜିତ ଇଣ୍ଡିଆନ୍ ରେଡକ୍ରସ ସୋସାଇଟିର ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାର ୩୩ଟି ମହାବିଦ୍ୟାଳୟ,
Read More...

ଆଶାଦୀପ ଆଶ୍ରମରେ ଜନ୍ମଦିନ ପାଳିଲେ ହ୍ୟୁମାନିଟୀ ଫାଉଣ୍ଡେସନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଶା ଦୀପ ଆଶ୍ରମରେ ଦ ହ୍ୟୁମାନିଟି ଫାଉଣ୍ଡେସନର ସମ୍ପାଦିକା ଲିନା ତ୍ରିପାଠୀଙ୍କ ପୁଅ ସିଦ୍ଧାର୍ଥଙ୍କର ଜନ୍ମଦିନ ଦିବ୍ୟାଙ୍ଗ ପିଲାମାନଙ୍କ ସହିତ ମିଶି ଜନ୍ମଦିନ ପାଳନ କରା ଯାଇଥିଲା । ପିଲାମାନଙ୍କ ସହିତ ମିଶି କେକ କଟା ଯାଇଥିଲା ଓ ମଧ୍ୟାହ୍ନ ଭୋଜନର
Read More...

ରାଉରକେଲା ୟୁଥ୍ ଫେଷ୍ଟିଭାଲ (ରାଉଫେଷ୍ଟ)ର ବିଭିନ୍ନ ପ୍ରତିଯୋଗିତା ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ୪୭ ତମ ବାର୍ଷିକ ଉତ୍ସବ ପାଇଁ ଭାରତୀୟ ଯୁବ ହଷ୍ଟେଲ, ରାଉରକେଲା ଶାଖା ତରଫରୁ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରିବାକୁ ଯାଉଛି । ଏଥିପାଇଁ ହଷ୍ଟେଲ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଆସନ୍ତା ୩୦ ତାରିଖ ରବିବାର ଦିନ ସେକ୍ଟର ୬ ତାରା ତାରିଣୀ
Read More...

ଆମ ପୁଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ସହ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଆମ ପୁଲିସର ସଭ୍ୟ ମାନଙ୍କ ସହ
Read More...

ଶ୍ରମିକ ବିରୋଧୀ କଳା ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ମହାମହିମ ରାଷ୍ଟ୍ରପତିଙ୍କୁ ମିଳିତ ଟ୍ରେଡ ୟୁନିୟନ ମଞ୍ଚର…

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ଚାରୋଟି ଶ୍ରମ କୋଡ଼ ଶ୍ରମିକ ବିରୋଧୀ । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଜି ମିଳିତ ଟ୍ରେଡ ୟୁନିୟନ ମଞ୍ଚ ତରଫରୁ ଆରଏଲସିଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇଅଛି ।
Read More...

ଲିଙ୍ଗ ସମାନତା ଉପରେ ହୁମାନିଟି ଫାଉଣ୍ଡେସନର ଉତ୍ତମ ପଦକ୍ଷେପ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସେକ୍ଟର ୧୬ ସ୍ତିତ ଡିଏଭି ସ୍କୁଲରେ ଏକ ଲିଙ୍ଗ ସମାନତା ଉପରେ ହୁମାନିଟି ଫାଉଣ୍ଡେସନ ତରଫରୁ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗ ସମାନତା : ସୁସଭ୍ୟ ସମାଜର ପ୍ରଥମ ପଦକ୍ଷେପ । ଲିଙ୍ଗ ସମାନତା ମାନେ ପୁରୁଷ, ମହିଳା ଓ ତୃତୀୟଲିଙ୍ଗ— ସମସ୍ତଙ୍କୁ
Read More...

ଠିକାଦାର ସଂଘର ଆନ୍ଦୋଳନ ପ୍ରତ୍ୟାହାର

ରାଉରକେଲା, (ସସ୍ମିତା ପ୍ରଧାନ) : ୧୦ ଦଫା ଦାବି ନେଇ ରାଉରକେଲା ଠିକାଦାର ସଂଘ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଆନ୍ଦୋଳନ ପାଇଁ ଡାକରା ଦେଇଥିଲା । ତେବେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କର୍ତ୍ତୃପକ୍ଷ ଦାବି ପୂରଣ ପାଇଁ ରାଜି ହେବାରୁ ପ୍ରସ୍ତାବିତ ଆନ୍ଦୋଳନ ପ୍ରତ୍ୟାହାର
Read More...

ନିର୍ମଳମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଳ ମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ଝିରପାଣି ଫୁଟବଲ ପଡିଆରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଟ୍ରଷ୍ଟର ସଭାପତି ଜୟରାମ କେର୍କେଟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ବୁଧୁଆ ଜୋଜୋ, ମୁମ୍ବାଇ ଫୋରମ୍ ଫର୍ ଜଷ୍ଟିସର ଜାତୀୟ
Read More...

ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ସାମାଜିକ ସମରସତା ଏବଂ ନାରୀ ଉତ୍ଥାନର ପ୍ରେରଣା ଉତ୍ସ ହେଉଛି 'ଲକ୍ଷ୍ମୀ ପୁରାଣ' : ବିଷ୍ଣୁ ପାତ୍ର ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ବିର୍ସା ମୁଣ୍ଡା ନଗର ଶାଖା ଦ୍ୱାରା ଆୟୋଜିତ ମାସିକ ସାରସ୍ଵତ ସମାବେଶରେ 'ନାରୀ ଉତ୍ଥାନ ଓ ସାମାଜିକ
Read More...

“ଧରମା ତୋଳୁଛି ନୂଆ କୋଣାର୍କ”ର ପାଣ୍ଡୁଲିପି ପୂଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସଙ୍ଗଠନ "ସୁବର୍ଣ୍ଣରେଖା" ଆନୁକୂଲ୍ୟରେ ଆଗାମୀ ବାର୍ଷିକ ଉତ୍ସବ ଦିନ ପ୍ରଦର୍ଶିତ ହେବ ଏକ ଭିନ୍ନ ଧର୍ମି ନାଟକ" ଧରମା ତୋଳୁଛି ନୂଆ କୋଣାର୍କ" । ଉକ୍ତ ନାଟକର ପାଣ୍ଡୁଲିପି ଉନ୍ମୋଚନ ବରିଷ୍ଠ ଉପଦେଷ୍ଟା ଆଇନଜୀବୀ କଲ୍ୟାଣ କମଳ ପଣ୍ଡା ଓ ପୂର୍ବତନ
Read More...