Browsing Tag

rourakela news

ବିପିୟୁଟିରେ ୮ ଦିନିଆ ଅଧ୍ୟାପକ ବିକାଶ କର୍ମଶାଳା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ରାଉରକେଲାରେ ସାର୍ବଜନୀନ ମାନବୀୟ ମୂଲ୍ୟବୋଧ ଶୀର୍ଷକ ଏକ ୮ ଦିନିଆ ଅଧ୍ୟାପକ ବିକାଶ କର୍ମଶାଳା ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍ ବିଭାଗର ସେମିନାର ହଲଠାରେ ଆରମ୍ଭ ହୋଇଯାଇଛି । ଭାରତର ପୂର୍ବ
Read More...

କୋଏଲ ନଗର ଶ୍ରୀଜଗନ୍ନାଥ ମନ୍ଦିର ନ୍ୟାସକୁ ଭଞ୍ଜଭାରତୀ ସାଂସ୍କୃତିକ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର କୋଏଲ ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଓ ବାବା ଆଖଣ୍ଡଳମଣି ମନ୍ଦିର ନ୍ୟାସକୁ ଭଞ୍ଜଭାରତୀ ସାଂସ୍କୃତିକ ସମ୍ମାନ ୨୦୨୫ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ସାରସ୍ଵତ ଅନୁଷ୍ଠାନ ଭଞ୍ଜ ଭାରତୀ ପକ୍ଷରୁ ଶ୍ରୀଜଗନ୍ନାଥ ଚେତନା
Read More...

ଜୁଲାଇ ୯ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ରାଉରକେଲାରେ ସଫଳ କରିବା ପାଇଁ ମିଳିତ ଟ୍ରେଡ ୟୁନିୟନମାନଙ୍କ ବୈଠକ

କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତିକୁ ବିରୋଧ, ଶ୍ରମ କୋର୍ଡ ବାତିଲ ଦାବି ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତି ବିରୋଧରେ, କଳା ଶ୍ରମ କୋର୍ଡ ବାତିଲ ଦାବିରେ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ
Read More...

ଗୃହସ୍ଥୀ ଉଦ୍ୟୋଗର ଅଗରବତୀ ପୁନ୍ନ ପ୍ରବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୃହସ୍ଥୀ ଉଦ୍ୟୋଗ ପ୍ରା. ଲି. ଯାହା ୫୦ ବର୍ଷ ଧରି ଭାରତୀୟ ବଜାରରେ ଗୁଣବତ୍ତା ଓ ପାରମ୍ପରିକତାର ପ୍ରତୀକ ଭାବେ ପରିଚିତ, ସେହି କମ୍ପାନୀ ରାଉରକେଲାର ଛେଣ୍ଡ ସ୍ଥିତ କାରଖାନା ପରିସରରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ, ଯାହା ଦ୍ୱାରା ତାଙ୍କ
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ଅପ୍ରତିଦ୍ଵନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୬ ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । କବି ସୁଶାନ୍ତ କୁମାର ନାୟକ
Read More...

୧୧୪ତମ ମାସିକିୟା ମାଗଣା ହାଟ-ମାନବ ସେବା ହିଁ ମାଧବ ସେବା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ଅନ୍ୱେଷା -ଦି ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୪ ତମ ମାସିକିୟା ମାଗଣା ହାଟ ଆୟୋଜିତ ହୋଇଯାଇଛି । ସେକ୍ଟର ୬ ସ୍ଥିତ ସୁଭାଷପଲ୍ଲୀର ଏକତା କ୍ଲବଠାରେ ୧୧୪ତମ ମାସିକିୟା ମାଗଣା ହାଟରେ ନୂଆ
Read More...

ରୋଟାରୀ କ୍ଲବ ସମୁହ ଦ୍ୱାରା ନିଃଶୁଳ୍କ ରକ୍ତଦାନ ଶିବିର

୭୫ ୟୁନିଟ୍ ରକ୍ତ ସଂଗ୍ରହ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଥିବା ସମସ୍ତ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରଠାରେ ଆୟୋଜିତ ଏହି ଶିବିରରେ ପ୍ରାୟ ୭୫ ୟୁନିଟ୍ ରକ୍ତ
Read More...

ଆମେରିକାର ସାମ୍ରାଜ୍ୟବାଦୀ ଯୁଦ୍ଧଖୋର ନୀତି ବିରୁଦ୍ଧରେ : ସିପିଆଇଏମର ଦେଶବ୍ୟାପୀ ପ୍ରତିବାଦ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ କେନ୍ଦ୍ର କମିଟି ଆହ୍ୱାନରେ ଜୁନ୍ ୨୫ରୁ ୩୦ ତାରିଖ ଦେଶବ୍ୟାପୀ ବିଜେପି ନେତୃତ୍ଵାଧୀନ ମୋଦି ସରକାରର ପହେଲଗାମ ସନ୍ତ୍ରାସବାଦୀ ଆକ୍ରମଣ ପରେ ସରକାର ଏହାକୁ ଏକ ଅସ୍ତ୍ର କରି ଧର୍ମୀୟ ଧୃବୀକରଣ ଓ ହିଂସାର ବାତାବରଣ ଓ ପରବର୍ତ୍ତୀ ଯୁଦ୍ଧ ପରିସ୍ଥିତି
Read More...

ଏକତା ଗୃପର ପଞ୍ଚମ ବାର୍ଷିକୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ଅଞ୍ଚଳର ଅନ୍ୟତମ ମହିଳା ଅନୁଷ୍ଠାନ ଏକତା ଗୃପର ପଞ୍ଚମ ବାର୍ଷିକୋତ୍ସବ କୋଏଲ ନଗର ସ୍ଥିତ ହୋଟେଲ ଓଡିଶୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ପୂର୍ଣ୍ଣିମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି
Read More...

ରାଉରକେଲା ହେଉଛି ସାହିତ୍ୟ ଓ ସଂସ୍କୃତିର ନଗରୀ : ବିଧାୟକ ସାରଦା ପ୍ରସାଦ ନାୟକ

ରଶ୍ମିପ୍ରଭା ଓ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଆ ଭାଷାରେ ପ୍ରଥମ ଗେଜେଟିୟର ଜଣେ ଇଂରେଜ ପ୍ରକାଶନ କରିଥିଲେ । ଅନ୍ୟକୁ ସମାଲୋଚନା
Read More...