Browsing Tag

rourakela news

ସାଂସଦ ଖେଳ ମହୋତ୍ସବ ପାଇଁ ପ୍ରେସ୍‌ମିଟ୍‌

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗ୍ରହ କ୍ରମେ "ସାଂସଦ ଖେଳ ମହୋତ୍ସବ" ପ୍ରାରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ରୂପାନ୍ତର କରିବା ପାଇଁ ଆଜି ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରାଉରକେଲା ଓ
Read More...

ଇସ୍ପାତ ନାଟ୍ୟ ମହୋତ୍ସବର ପଞ୍ଚମ ସନ୍ଧ୍ୟା

ପଞ୍ଚମ ସନ୍ଧ୍ୟାରେ ଦୁଇଟି ନାଟକ ଅବ୍ୟକ୍ତ ଅନେକ ଓ କାଞ୍ଚି ଅଭିଯାନ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷାକତା ଏବଂ ଆର୍‌ଏସ୍‌ପି ଆନୁକୂଲ୍ୟରେ ଏକତ୍ର ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ
Read More...

ଏସ୍‌ଏସ୍‌ବି ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରତିବାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରବଣନ ମଣ୍ଡଳୀ, ଓଡ଼ିଶା (ଏସ୍.ଏସ୍.ବି) ଦ୍ୱାରା ନିଯୁକ୍ତ ୪୮୮ ବର୍ଗର ମହାବିଦ୍ୟାଳୟ ସ୍ତରୀୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଓଡ଼ିଶା ଶିକ୍ଷା ସେବା ଅଧିନିୟମ ୧୯୬୯ ଏବଂ ୧୯୭୪ ହିସାବରେ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିଲେ ମଧ୍ୟ
Read More...

ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ରଣାଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସରଣ୍ଡାପୋଷ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ରଣାଙ୍କୁ ଚାକିରୀରୁ ଅବସର ନେବାପରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ନମିତା ମହାପାତ୍ର,
Read More...

ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଓଡ଼ିଆ ତଥା ଓଡିଶା ବିରୋଧୀ ଲାଇସେନ୍ସ କ୍ୱାର୍ଟର ସରକୁଲାର ପ୍ରତ୍ୟାହାର କରନ୍ତୁ : ଉତ୍କଳ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ନିର୍ମାଣ କରିବା ପରିପ୍ରେକ୍ଷୀରେ ଓଡିଶା ସରକାର ପ୍ରାୟ ୨୦ ହଜାର ଏକର ଜମି ଓ ମନ୍ଦିରା ଡ୍ୟାମ ନିର୍ମାଣ ପାଇଁ ୧୨ ହଜାର ଏକର ଜମି ଯୋଗାଇ ଦେଇଥିଲେ । କିନ୍ତୁ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ପାଇଁ ଅଦ୍ୟାବଧି ୫ ହଜାର ଏକର
Read More...

ଶ୍ରମଶକ୍ତି ମହାବିଦ୍ୟାଳୟ ରେଡକ୍ରସର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ରେଡକ୍ରସ ଶାଖା ଆନୁକୂଲ୍ୟରେ ନୂଆଟୋଲି, ବ୍ରାହ୍ମଣମରା ଠାରେ ଏକ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଉକ୍ତ ଗ୍ରାମର ଗରିବ ଲୋକ ମାନଙ୍କୁ ଶୀତବସ୍ତ୍ର ଓ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ରେଡକ୍ରସ
Read More...

ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ କ୍ରିୟାଶୀଳ କରିବା ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମଜଦୁର ସଭା ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ରାଉରକେଲାରେ ଓଡ଼ିଶାର ଦ୍ୱିତୀୟ ପୂରାତନ ୧୯୬୪ ମସିହାରେ ସ୍ଥାପନ ହୋଇଥିବା ରାଉରକେଲା ବିମାନବନ୍ଦରକୁ ଆଇଏଏସ ଅଫିସର ତତ୍କାଳୀନ ୫ଟି
Read More...

ରାଉରକେଲା ମହାନଗର ନିଗମ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା ସହରର ବିକାଶ ପାଇଁ ଗଣମାଧ୍ୟମ ଜରିଆରେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କଲେ କମିଶନର ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ତଥା ନୂତନ ପ୍ରକଳ୍ପ ସମ୍ବନ୍ଧରେ ସବିଶେଷ ତଥ୍ୟ ଦେବା ପାଇଁ ମହାନଗର
Read More...

ଏକତ୍ର ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଚତୁର୍ଥ ଦିବସ

ନାଟ୍ୟାନୁଷ୍ଠାନ ଉପହାରର ଶେଷ ଚିଠି ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷାକତା ଏବଂ ଆରଏସପି ଆନୁକୂଲ୍ୟରେ ଏକତ୍ର ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ସ୍ଥାନୀୟ
Read More...

ରାଉରକେଲା କଲେଜର ୩୯ତମ କ୍ରୀଡା ମହୋତ୍ସବ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱି-ଦିବସୀୟ ୩୯ତମ ବାର୍ଷିକ କ୍ରୀଡା ଓ ଦୌଡ଼-କୁଦ ପ୍ରତିଯୋଗିତା ଉତ୍ସାହପୂର୍ଣ୍ଣ ପରିବେଶରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ କରକମଳରେ ଉଦଘାଟିତ
Read More...