Browsing Tag

rourakela news

ଆର୍‌ଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ସମନ୍ଵୟ ବୈଠକ ଅନୁଷ୍ଠିତ

ଆଗାମୀ ମାର୍ଚ୍ଚ ସୁଦ୍ଧା ଗର୍ତ୍ତ-ମୁକ୍ତ ହେବ ସହରର ରାସ୍ତାରାସ୍ତା ଖୋଳିବା ପୂର୍ବରୁ ଆର୍‌ଏମ୍‌ସି ଠାରୁ ନେବାକୁ ପଡ଼ିବ ଅନୁମତି ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତ ବିଭାଗର ସହଯୋଗରେ ରାଉରକେଲାର ବିକାଶ ଯେପରି ଶୀର୍ଷରେ ପହଞ୍ଚିବ ଏବଂ ଜନସାଧାରଣଙ୍କୁ ଉତ୍ତମ ମାନର ସହରୀ ସେବା
Read More...

ଇସ୍ପାତ ନାଟ୍ୟ ମହୋତ୍ସବର ଦଶମ ସନ୍ଧ୍ୟା

ପ୍ରୟାସ ତରଫରୁ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆର୍‌ଏସ୍‌ପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଦଶମ ସନ୍ଧ୍ୟାରେ
Read More...

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉତ୍ତରାଞ୍ଚଳ ଉପ ନିର୍ଦ୍ଦେଶିକାଙ୍କ ରାଉରକେଲା ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳର ଉପ ନିର୍ଦ୍ଦେଶିକା (ସମ୍ବଲପୁର) ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ପ୍ରଥମ ଦିବସରେ ରାଉରକେଲା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ
Read More...

ଇସ୍ପାତ ନାଟ୍ୟ ମହୋତ୍ସବର ନବମ ସନ୍ଧ୍ୟା

ପ୍ରତିବିମ୍ବ ତରଫରୁ ବ୍ରହ୍ମନାଦ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆର୍‌ଏସ୍‌ପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ନବମ ସନ୍ଧ୍ୟାରେ ସ୍ଥାନୀୟ
Read More...

ସାଂସଦ ଖେଳ ମହୋତ୍ସବର ମଶାଲ ରାଉରକେଲାରେ ପହଞ୍ଚିବା ମାତ୍ରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ

ରାଉରକେଲା, (ସସ୍ମିିିତା ପ୍ରଧାନ) : ସୁନ୍ଦରଗଡ ଲୋକସଭା କ୍ଷେତ୍ରର "ସାଂସଦ ଖେଳ ମହୋତ୍ସବର" ମଶାଲ ଶୋଭାଯାତ୍ରା, ବଣାଇର କୋଇଡା ଠାରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନ ପରିକ୍ରମା କରି ଆଜି ରାଉରକେଲାର ପାନପୋଷ ସ୍ଥିତ ହକି ଛକ ଠାରେ ରାଉରକେଲା ବିଧାନସଭା କ୍ଷେତ୍ରକୁ ହସ୍ତାନ୍ତର କରାଯାଇଥିଲା ।
Read More...

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ରଖିଥିବା ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧ ସ୍ଥିତ ଡିଭାଇନ ଲାଇଫ ଏକାଡେମୀର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଓ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଏକ
Read More...

ଚିନ୍ମୟ ଇଂରାଜୀ ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ “ଚିନ୍ମୟ ସ୍ପନ୍ଦନମ୍” ସମ୍ପନ୍ନ

ବିବେକ ବିହୀନ ବିଜ୍ଞାନ ମାରାତ୍ମକ : ଡ. କୁମର ବରଭାରତୀୟ ଶିକ୍ଷାଦାନ ବ୍ୟବସ୍ଥା ମୂଲ୍ୟବୋଧଭିତ୍ତିକ : ପ୍ର. ରଥ ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୪ତମ ଦ୍ୱିଦିବସୀୟ ବାର୍ଷିକ ଉତ୍ସବ "ଚିନ୍ମୟ ସ୍ପନ୍ଦନମ୍" ମହାସମାରୋହରେ ସମ୍ପନ୍ନ
Read More...

ପବିତ୍ର ବେଦବ୍ୟାସ ପୀଠକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ସଚେତନତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପବିତ୍ର ବେଦବ୍ୟାସ ପୀଠକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ପୂର୍ବରୁ ଘୋଷଣା କରାଯାଇଥିଲା । ଏଥି ନେଇ ଆଜି ପୁଣି ଏକ ସଚେତନତା କାର୍ଯ୍ୟକ୍ରମ ଏସପିସିବିର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ୟୁଥ ମୁଭମେଣ୍ଟ
Read More...

ଇସ୍ପାତ ନାଟ୍ୟ ମହୋତ୍ସବର ସପ୍ତମ ସନ୍ଧ୍ୟା

-ରଙ୍ଗମଂଚ ପକ୍ଷରୁ ‘ହନୁମାନ ପଇସା’ ମଂଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆରଏସପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ସ୍ଥାନୀୟ
Read More...

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ରଖିଥିବା ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧ ସ୍ଥିତ ଡିଭାଇନ ଲାଇଫ ଏକାଡେମୀର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଓ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଏକ
Read More...