Browsing Tag

rourakela news

ମାଓବାଦୀ କ୍ୟାଡର ରୋୟା କାଲୁଣ୍ଡି ଓରଫ ଗଣେଶ କଲା ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ

ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଶପଥ ନେଇଛନ୍ତି ଗଣେଶ ରାଉରକେଲା, (ସସ୍ମିତା ପ୍ରଧାନ) : ଜଣେ ସକ୍ରିୟ ମାଓବାଦୀ କ୍ୟାଡର ରୋୟା ଓରଫ୍ ଗଣେଶ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ପ୍ରତିଜ୍ଞା କରି, ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ
Read More...

ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ ରାଇଡ୍ କାର୍ଯ୍ୟକ୍ରମ ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ସତ୍ୟ ସାଇ ସେବା ସଂଗଠନ, ରାଉରକେଲା ସମିତି ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ମାସ ୨୧ ତାରିଖ, ରବିବାର ଦିନ, ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍, ବିଶ୍ରା ଛକ ଠାରେ ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ ରାଇଡ୍ ନାମକ ମାରାଥନ ଏବଂ ସାଇକେଲ ଚାଳନା
Read More...

କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉନ୍ନୟନ କମିଶନର

ରାଉରକେଲା, (ସସ୍ମିତା ପ୍ରଧାନ) : ୧୭ ଡିସେମ୍ବର ୨୦୨୫ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଦୁଇଦିନିଆ ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ସେଗୁଡିକର ସମୀକ୍ଷା କରିଛନ୍ତି । ପରିଦର୍ଶନ ସମୟରେ ଗୃହ
Read More...

ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ରୌନକ ୨୦୨୫ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ରୌନକ ୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଶିକ୍ଷୟିତ୍ରୀ ଆନନ୍ଦିନୀ ମିଶ୍ର ତଥା ଶିକ୍ଷକ ବିଶ୍ୱନାଥ ସେନାପତିଙ୍କ
Read More...

ଭାଗବତ ସନ୍ଧ୍ୟା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲି ଗ୍ରାମ ସ୍ଥିତ ଭାଗବତ ଅଗଣାରେ ଭାଗବତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖାର ପୂଜ୍ୟ ବରିଷ୍ଠ ସ୍ଵାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ ଭାଗବତ ଚର୍ଚ୍ଚା କରିଥିଲେ । ତାଙ୍କର ସାରଗର୍ଭକ
Read More...

ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଓ ଆଲୋଚନା ଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମୁଖ୍ୟର ସାଧାରଣ ସମ୍ପାଦିକା ରଶ୍ମିବାଳା ରାଉତରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ
Read More...

ହାତୀ ଠାରୁ ସୁରକ୍ଷିତ ରହିବା ନେଇ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ପକ୍ଷରୁ ହାତୀ ଠାରୁ ସୁରକ୍ଷିତ ରହିବା ନେଇ ସଚେତନତା କାର୍ଯ୍ୟକ୍ରମ କୁଆଁରମୁଣ୍ଡା ରେଞ୍ଜରେ ଗତକାଲି ଓ ଆଜି ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଡ଼ିଏଫ୍‌ଓ ଯଶୋବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ କଳୁଙ୍ଗା ହାଟ, ବିରକେରା
Read More...

ଜାଲ ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଯୁବକ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ପୋଲିସ ଗିରଫ କରିଛି ବଡ ଠକକୁ , ଠକ ଠକିଛି ଅନେକ ଶିକ୍ଷିତ ଯୁବକ ଯୁବତୀଙ୍କୁ । କେନ୍ଦ୍ରସରକାରଙ୍କ ରେଳ ବିଭାଗ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ରାଷ୍ଟ୍ରାୟତ କମ୍ପାନୀ ସହ ଅନେକ ବେସରକାରୀ କମ୍ପାନୀରେ ଚାକିରି କରିଦେବା ନା ରେ ଠକିଛି ୩୯ ଲକ୍ଷ
Read More...

ମ୍ୟୁଜିକ ସେଲିବ୍ରେସନ ତରଫରୁ ସଂଗୀତ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କ୍ଲବ ଠାରେ ମ୍ୟୁଜିକ ସେଲିବ୍ରେସନ ତରଫରୁ ଏକ ସଂଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ହିମାଂଶୁ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ବତନ ନିର୍ଦ୍ଦେଶକ ଡ. ଅତନୁ
Read More...

ଉତ୍କଳ କଳାକାର ଏକାଡେମୀ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀ ତରଫରୁ ବି.କେ ହସ୍ପିଟାଲ ଆନୁକୂଲ୍ୟରେ ଆଜି କଲ୍ୟାଣପୁର ନିକଟସ୍ଥ ସ୍ୱସ୍ତିବନ ଠାରେ ଏକ ସୁନ୍ଦର ଚକ୍ଷୁ ଶିବିର ଏବଂ ଅସ୍ଥିଶଲ୍ୟ ଚିକିତ୍ସା କରାଯାଇଥିଲା । ଏହି ଶିଶିରରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସିତ
Read More...