Browsing Tag

rourakela news

ରିଜର୍ଭ ପୋଲିସ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରିଜର୍ଭ ପୋଲିସ୍ ଲାଇନ୍ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଓଡିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରକୁ ସ୍ୱଚ୍ଛତା ରଖିବା ପାଇଁ ପ୍ରତି ରବିବାରର ଏକ ଘଣ୍ଟା ସହର ପାଇଁ ସମର୍ପିତ କରିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ନିୟମିତ କାର୍ଯ୍ୟକ୍ରମରୁ ଟିକିଏ ଅଲଗା ହୋଇ ମତ ବିନିମୟ କାର୍ଯ୍ୟକ୍ରମ ସେକ୍ଟର ୯ ସ୍ଥିତ ଷ୍ଟିଲ କ୍ଲବ ଠାରେ ଆୟୋଜନ
Read More...

ରାଉରକେଲା କଲେଜର ବିଦାୟ ସମ୍ବର୍ଦ୍ଧନା : ଏକ ପତ୍ରଝରା ଋତୁ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜରେ ଶେଷ ବର୍ଷ ଓଡିଆ ଛାତ୍ରଛାତ୍ରୀ ୨୦୧୯-୨୦୨୨ ବ୍ୟାଚଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 'ଏକ ପତ୍ରଝରା ଋତୁ' କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଓଡିଆ ବିଭାଗ ଦ୍ୱାରା ଆୟୋଜିତ
Read More...

ହାପି ମୋମେନ୍ଟସ୍ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ଲିଡରସିପ ଆୱର୍ଡ ୨୦୨୨ କାର୍ଯ୍ୟକ୍ରମ ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ହାପି ମୋମେନ୍ଟସ୍ ଅଧ୍ୟକ୍ଷ
Read More...

ମନ୍ଦିରର ସୁରକ୍ଷା ନେଇ ଏସ୍‌ପିଙ୍କୁ ଚିଠି ଲେଖିଲେ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଟିମ୍ବର କଲୋନୀ ସ୍ଥିତ ମା' ବୈଷ୍ଣବଦେବୀ ମନ୍ଦିରରୁ ଗତକାଲି ମା' ଙ୍କ ସୁନା ଓ ରୁପା ଆଭୁଷଣ ଚୋରି ହୋଇଥିବା ବେଳେ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ତା'ସହିତ ରାଉରକେଲାର ମନ୍ଦିର
Read More...

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଓଡିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ ହୋଇଯାଇଛି । ସଂଘର ସମ୍ପାଦକ ରାଧାମୋହନ ନାୟକ ଓ ମଂଚର ସାଧାରଣ ସଂପାଦକ
Read More...

ନବମ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଚଳିତ ମାସ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ନବମ ପ୍ରତିଷ୍ଠା ଦିବସ ତଥା ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୫ ଗୁଣ୍ଡିଚା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚର ଉପସଭାପତି ଚିତ୍ତରଞ୍ଜନ
Read More...

ନିଃଶୁକ୍ଳ ଶ୍ରବଣ ଯାଞ୍ଚ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ୫୨ତମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଇସ୍ପାତ କାରଖାନା ବ୍ଲାଷ୍ଟଫର୍ଣ୍ଙେସ ବିଭାଗରେ ଶ୍ରବଣ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ଇଅର ପ୍ଲସ୍ ସ୍ପିଚ୍ ହିଅରିଂ କ୍ଲିନିକ ଦ୍ବାରା ଏହି କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା । ବ୍ଲାଷ୍ଟଫର୍ଣ୍ଙେସ ବିଭାଗର
Read More...

ନାରୀ ସମସ୍ତ ଶକ୍ତିର ଉତ୍ସ : ଡଃ ବେହେରା

ରାଉରକେଲା, (ସସ୍ମିତା ପ୍ରଧାନ) : ନାରୀ ସମସ୍ତ ଶକ୍ତିର ଉତ୍ସ । ଯେଉଁ ଦେଶରେ ନାରୀର ସମ୍ମାନ ବଢେ ସେ ଦେଶର ସମ୍ମାନ ବଢେ ବୋଲି ସୁବର୍ଣ୍ଣରେଖା ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସରେ ଅତିଥି ଭାବେ ଯୋଗଦେଇ ଅଧ୍ୟାପିକା ଡଃ ଦୀପ୍ତିମୟୀ ବେହେରା କହିଛନ୍ତି । ସୁବର୍ଣ୍ଣରେଖାର କାର୍ଯ୍ୟଳୟ
Read More...

ହାପି ମୋମେନ୍ଟସ୍ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ସିଡବ୍ଲ୍ୟୁଏସ୍‌ ହସପିଟାଲର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ସିଡବ୍ଲ୍ୟୁଏସ୍‌ ହସପିଟାଲଠାରେ ଅନୁଷ୍ଠିତ ହୋଇଯାଇଛି । ହାପି ମୋମେନ୍ଟସ୍ ଓ ଇଣ୍ଡିଆନ
Read More...