ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ହେମନ୍ତ ସ୍ମୃତି ସାରସ୍ୱତ ସମାରୋହ ଆସନ୍ତା ୯ ଓ ୧୦ରେ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଚଳିତ ଏପ୍ରିଲ ମାସ ୯ ଓ ୧୦ ତାରିଖ ଦୁଇ ଦିବସ ବ୍ୟାପୀ ହେମନ୍ତ ସ୍ମୃତି ସାରସ୍ୱତ ସମାରୋହ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହେବ ବୋଲି ଆଦର୍ଶ ସାହିତ୍ୟ ଘରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମେଳନରେ କୁହାଯାଇଛି!-->…
Read More...
Read More...