Browsing Tag

rourakela news

ଜାତୀୟ ସ୍ତରର କୁଇଜ୍‌ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ ସଫଳତା

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ଜାତୀୟ ସ୍ତରର କୁଇଜ୍‌ ପ୍ରତିଯୋଗିତା ଇନ୍‌କ୍ୟୁବି-୨୦୨୨ରେ ରାଉରକେଲା ସ୍ଥିତ ଏନ୍‌ଆଇଟି ବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର କ୍ରିଷ୍ଣା ଆଦିତ୍ୟ ମହାନ୍ତି ଓ ସିଦ୍ଧାର୍ଥ ରାୟ ଉପବିଜେତା ହୋଇଛନ୍ତି । ଏନ୍‌ଆଇଟି ରାଉରକେଲାର ଇନ୍‌କୁଇଜିଟିଭ୍ ପକ୍ଷରୁ
Read More...

ସ୍ୱରାଗିଣୀ ଅନୁଷ୍ଠାନର ଖୁଦୁରୁକୁଣୀ ମେଲଣ- ୨୦୨୨ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ମା' ଖୁଦୁରୁକୁଣୀ ମେଲଣ- ୨୦୨୨ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟର୍‌ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ୱରାଗିଣୀର ସଭାପତି ସ୍ୱର୍ଣ୍ଣପ୍ରଭା ପଲେଇଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ୩୨ତମ ବୋଇତ ବନ୍ଦାଣ ଉତ୍ସବ ୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୨ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଭୟ ମହାପାତ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ
Read More...

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ବୈଠକ ଉପସଭାପତି ସୁରେନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶାରଦୀୟ ଦୁର୍ଗା ପୂଜା ଖଡ୍ଗଭବନରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଦଶହରାରେ ପୂର୍ବଭଳି
Read More...

ମା’ ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୟଦେବ କଳା ବିକାଶ କେନ୍ଦ୍ର ଓ ଜଗଦା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ମା' ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଜଗଦା ସ୍ଥିତ ମା' ବାଟ ମଙ୍ଗଳା ଶକ୍ତିପୀଠର ଶକ୍ତିଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର
Read More...

୧୦ ଲକ୍ଷ ଟଙ୍କାର ଧଳାଜହର ଜବତ : ୫ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ନାଲାରୋଡ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କଲା ପ୍ଲାଣ୍ଟସାଇଟ୍ ପୋଲିସ । ଏହା ସହିତ ଗୋଟିଏ କାର ଏବଂ ବାଇକ୍‌ ଜବତ କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏହି ୫ ଅଭିଯୁକ୍ତ ଧଳାଜହର କାରବାରର ମାଷ୍ଟରମାଇଣ୍ଡ
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ଅରବିନ୍ଦ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ,…

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଗୁରୁକୂଳ କଳ୍ପତରୁ ସେବାଶ୍ରମ ଠାରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ, ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । କବି ରାଜୀବ ପାଣିଙ୍କ ପୌରାହିତ୍ୟରେ
Read More...

ସ୍ୱରାଗିଣୀ ଅନୁଷ୍ଠାନର ମା’ ଖୁଦୁରୁକୁଣୀ ମେଲଣ ୨୦୨୨ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ କରି ଗଠନ ହୋଇଥିବା ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ମା' ଖୁଦୁରୁକୁଣୀ ମେଲଣ ୨୦୨୨ ଆସନ୍ତା ୧୨ ତାରିଖ ଦିନ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ପାଳନ କରାଯିବ । ଏନେଇ ରାଉରକେଲା କ୍ଲବଠାରେ ଅନୁଷ୍ଠାନ ତରଫରୁ ଆୟୋଜିତ
Read More...

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତାପ୍ରଧାନ) : ସେକ୍ଟର ୧୯ ଥାନା ପ୍ରଭାରୀ ଭାବେ ମାନସ ବାରିକ ଯୋଗ ଦେବା ପରେ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଆମ ପୁଲିସ ତରଫରୁ ପଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଆମ
Read More...