ଡିଡି ଓଡ଼ିଆ ଚାନେଲରେ ସଂପର୍କ ଅନୁଷ୍ଠାନ ପକ୍ଷରୁ ନାଟକ ‘ସନ୍ସେଟ୍ ଗେଷ୍ଟ ହାଉସ’ ପରିବେଷଣ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କର ହସକାନ୍ଦ ସଂଘାତ ଭରା ନାଟକ "ସନ୍ସେଟ୍ ଗେଷ୍ଟ ହାଉସ" ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର ପ୍ରଯୋଜନାରେ ଡିଡି ୬ (ଓଡିଆ) ଚାନେଲରେ ୨୩ ତାରିଖ ରବିବାର ରାତି ୯ ଟାରେ ପ୍ରସାରିତ ହେବ । ଏହି ନାଟକର ରଚୟିତା ଓ!-->…
Read More...
Read More...