Browsing Tag

rourakela news

ଲଭଜିହାଦ ବିରୁଦ୍ଧରେ କଠୋର ଆଇନ ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିନକୁ ଦିନ ଦେଶରେ ଲବଜିହାଦ ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ନିମନ୍ତେ କଠୋର ଆଇନ ତିଆରି କରିବାକୁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏହି ଅବସରରେ ଭିଏଚ୍‌ପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ
Read More...

ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଭରତ ମୂନିଙ୍କ ଶାସ୍ତ୍ର ଅନୁଯାୟୀ ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ । ଏହି ପରିଚୟ ଆମକୁ ଗର୍ବିତ କରିଛି ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ନଟରାଜ ନୃତ୍ୟ
Read More...

ଗ୍ଲାମ୍‌ ଅପ୍‌ର ବିଜେତା ହେଲେ ଅଧ୍ୟାପିକା ସସ୍ମିତା ଜେନା

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜଭବନ ଠାରେ ଆୟୋଜିତ ଗ୍ଲାମ୍‌ ଅପ୍‌ ପ୍ରତିଯୋଗିତାରେ ଅଧ୍ୟାପିକା ସସ୍ମିତା ଜେନା ବିଜୟୀ ହୋଇଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ପ୍ରାୟ ୫୦ରୁ ଅଧିକ ପ୍ରତିଯୋଗୀ ଭାଗ
Read More...

ରାଉରକେଲା ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ସମସ୍ତ ରେଳ ଲାଇନ ଓ ଷ୍ଟେସନ ଇଷ୍ଟକୋଷ୍ଟ ରେଳବାଇ ଜୋନ ଅଧୀନରେ ରହୁ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ କରିଥିବାରୁ ରାଉରକେଲା ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ
Read More...

ନିଷ୍ଠାର ବାର୍ଷିକୋତ୍ସବ ଆସନ୍ତା ୨୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ନିଷ୍ଠା" ତାର ବାର୍ଷିକ ଉତ୍ସବ ଆସନ୍ତା ୨୬ ତାରିଖ ଦିନ ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳନ କରିବା ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଅବସରରେ ନାଟ୍ୟକାର ପ୍ରଭାକର ପାତ୍ର
Read More...

ଅମୂଲ ତରଫରୁ ଜାତୀୟ ଦୁଗ୍ଧ ଦିବସ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ଜାତୀୟ ଦୁଗ୍ଧ ଦିବସ ଓ ଦୁଗ୍ଧ ଆନ୍ଦୋଳନର ପୁରୋଧା ପଦ୍ମ ବିଭୂଷଣ ଡ଼ଃ ଭର୍ଗିସ୍ କୁରିଅନ୍‌ଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଅମୂଲ କଂପାନିର ସମ୍ବଲପୁର ଡିଭିଜନ ଓ ରାଉରକେଲାର ସ୍ୱନାମଧନ୍ୟ କ୍ରୀଡା ସଂଗଠନ ଆର୍‌ଏସ୍‌ଏର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଯାତ୍ରା ସେକ୍ଟର
Read More...

କସ୍ତୁରୀର ସାଂସ୍କୃତିକ ମହୋତ୍ସବ- ୨୦୨୨ ପାଇଁ ପ୍ରସ୍ତୁତି

ସମ୍ମାନିତ ହେବେ ଲାଲା ବିରେନ ରାୟ ଓ ଅଶୋକ କର ରାଉରକେଲା, (ସସ୍ମିତା ପ୍ରଧାନ) : ଆଗାମୀ ଦିନରେ ରାଉରକେଲାରେ ହେବାକୁ ଥିବା ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ଦୁଇ ରାଜ୍ୟସ୍ତରୀୟ ନାଟ୍ୟ ପ୍ରତିଭା ଲାଲା ବିରେନ ପ୍ରସାଦ ରାୟ ଓ ଅଶୋକ କୁମାର କର । ସାଂସ୍କୃତିକ ମହୋତ୍ସବ ପାଇଁ
Read More...

ଅବସରପ୍ରାପ୍ତ ସେଲ କର୍ମଚାରୀ ସଙ୍ଘର ୫୩ତମ ବୈଠକ

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ କର୍ମଚାରୀ ସଙ୍ଘର ୫୩ତମ ବୈଠକ ସଙ୍ଘର ସଭାପତି ଦିଲ୍ଳୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏସ୍‌ପି ଦାସଙ୍କର ଶୋକ ପ୍ରସ୍ତାବ ଚାନ୍ଦମଣି ନାୟକ
Read More...

ରାଉରକେଲାରେ ଜାତୀୟ ପ୍ରେସ୍‌ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜାତୀୟ ପ୍ରେସ୍‌ ଦିବସ ଉଦିତନଗର ସ୍ଥିତ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମ ପ୍ରତିନିଧିମାନେ ତଥ୍ୟ ଓ ସୂଚନା ସମ୍ବଳିତ ଖବର ପରିବେଷଣ କରିବା ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ
Read More...

ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିର୍ସା ମୁଣ୍ଡା ଓ ଚାଚା ନେହେରୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିର୍ସା ମୁଣ୍ଡା ଓ ଚାଚା ନେହେରୁଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ
Read More...