ଶାରଳା ପରିବାର ପକ୍ଷରୁ ରଥଯାତ୍ରା ଅବସରରେ କାନିକା ପ୍ରସାଦ ବଣ୍ଟନ
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵେଚ୍ଛାସେବୀ ସଂଗଠନ ଶାରଳା ପରିବାର ପକ୍ଷରୁ ସେକ୍ଟର -୨୦ ଡି ବ୍ଲକ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ରଥଯାତ୍ରା ଅବସରରେ ସଂଗଠନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀଙ୍କ ତତ୍ଵାବଧାନରେ ଶାରଳା ପରିବାରର ସମସ୍ତ ସଭ୍ୟ ଓ ସଭ୍ୟାମାନେ!-->…
Read More...
Read More...