Browsing Tag

rourakela news

ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ପରିବେଶ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ଓ ଜମୁନାନାକୀ ସ୍ଥିତ ସାଇଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀର ମିଳିତ ଆନୁକୂଲ୍ୟରେ ଏକ ପରିବେଶ ସଂପର୍କୀତ ସଚେତନତା ଶିବିର ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବିଦ୍ୟାଳୟ ତଥା ସହରକୁ ସବୁଜମୟ କରିବାକୁ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ବିଦ୍ୟାଳୟ ସହ ରାଉରକେଲାକୁ ଏକ ସବୁଜ ସୁନ୍ଦର ସହରଟିଏ ଭାବେ ଗଢି ତୋଳିବାକୁ ସେକ୍ଟର ୨ସ୍ଥିତ କଳିଙ୍ଗ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରୟାସ କରିଛନ୍ତି । ସ୍କୁଲର ଅଧ୍ୟକ୍ଷ ପ୍ରଫେସର ଶରତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍କୁଲର ଶିକ୍ଷୟିତ୍ରୀ
Read More...

ରୋଟାରୀ କ୍ଲବ୍‌ ରାଉରକେଲା ଷ୍ଟିଲ୍‌ ସିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍‌ ରାଉରକେଲା ଷ୍ଟିଲ୍‌ ସିଟି ଓ ସେକ୍ଟର ୧୬ର ରୋଟ୍ରାକ୍ଟ କ୍ଲବ୍‌ ଡିଏଭି ପବ୍ଲିକ୍ ସ୍କୁଲର ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା
Read More...

ଏସ୍‌ଜି ଓମେନ୍ସ କଲେଜରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ
Read More...

ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଓ ପନିପରିବାର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାବୀରେ ସିପିଆଇଏମ୍‌ର…

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍, ରାଉରକେଲା ଆଂଚଳିକ କମିଟି ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା ଖାଇବା ତେଲ, ଡାଲି, ଆଳୁ, ପିଆଜ, ମସଲା ଓ ପନିପରିବାର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଦୈନଦିନ ଜୀବନ ଦୁର୍ବିସହ ହୋଇପଡ଼ିଛି । କରୋନା ମହାମାରୀ ପରେ
Read More...

ଆମେରିକାରେ ଏମ୍‌ବିଏ ପଢିବେ ଶାଶ୍ୱତ ବିଶି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫୁଟବଲ ରେଫରୀ ଆସୋସିଏସନ୍‌ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଫୁଟବଲ ଟିମ୍‌ ତରଫରୁ ଶାଶ୍ୱତ ବିଶିଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆମେରିକା ଯାତ୍ରା ଓ ପବିତ୍ର ଲେଙ୍କାଙ୍କୁ ଚାକିରି ଜୀବନରୁ ଅବସର ନିମନ୍ତେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ
Read More...

ଇସ୍ପାତ ସାହିତ୍ୟ ସଂସଦର ଆଲୋଚନା ସଭା ଓ ଗୀତି କବିତା ପାଠ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ କବି ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ କୃତି ଉପରେ ଆଲୋଚନା ସଭା ଏବଂ ଗୀତି କବିତା ପାଠ କାର୍ଯ୍ୟକ୍ରମ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର

ଗୁରୁଙ୍କ ପାଇଁ ଚେତନା ଉର୍ଦ୍ଧ୍ବ ସ୍ତର ହୋଇଥାଏ ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ସମାବେଶ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଶଙ୍କର ପ୍ରସାଦ
Read More...

ୟୁଥ ହଷ୍ଟେଲର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ୟୁଥ ହଷ୍ଟେଲ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ମାନବ ସେବା ସଦନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ସପ୍ତାହ ପାଳନ ଅବସରରେ ସଭାପତି ବୁଦ୍ଧଦେବ ବସୁଙ୍କ ସଭାପତିତ୍ୱ ଓ ଡଃ ଶକ୍ତି ପ୍ରସାଦ
Read More...

ଜିଲ୍ଲାସ୍ତରୀୟ କବି, ଲେଖକ, ନାଟ୍ୟକାର, ସାହିତ୍ୟିକ, ବୁଦ୍ଧିଜୀବୀ, ସାଂସ୍କୃତିକ ଓ ସାମାଜିକ କର୍ମୀ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ୧୧ଦଫା ଦାବୀ ନେଇ ଜିଲ୍ଲାସ୍ତରୀୟ କବି, ଲେଖକ, ନାଟ୍ୟକାର, ସାହିତ୍ୟିକ, ବୁଦ୍ଧିଜୀବୀ, ସାଂସ୍କୃତିକ ଓ ସାମାଜିକ କର୍ମୀ ସମାବେଶ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । କବି କୁଞ୍ଜବିହାରୀ
Read More...