Browsing Tag

rourakela news

ରାଉରକେଲାରେ ବିଜେପିର ବିକଶିତ ଭାରତ (ଭିବି) ଜୀ ରାମ ଜୀ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀଜୀଙ୍କ ସମ୍ପୂର୍ଣ୍ଣ ଗ୍ରାମ୍ୟ ସ୍ୱରାଜ ପରିକଳ୍ପନାକୁ ସାକାର କରିବାରେ ବିଫଳ ହୋଇଥିଲା ମନେରଗା । ତଳସ୍ତର ଠାରୁ ଉପରସ୍ତର ପର୍ଯ୍ୟନ୍ତ ପ୍ରାଶାସନିକ ବ୍ୟବସ୍ଥାରେ ଅତ୍ୟନ୍ତ ଦୁର୍ନୀତି ହେଉଥିଲା । ଶ୍ରମିକଙ୍କୁ ୧୨୫ ଦିନର ରୋଜଗାର ଲକ୍ଷ୍ୟରେ
Read More...

ଆଦର୍ଶ ପାଠାଗାର ପାଇଁ ଏକ ହେଲେ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ, ରାଉରକେଲା ଇସ୍ପାତ କାରଖାନା (ସେଲ) ଓଡ଼ିଆ ଅସ୍ମିତାକୁ ପଦାଘାତ କରି ଦୀର୍ଘ ୬୭ ବର୍ଷର ଅନୁଷ୍ଠାନ ଆଦର୍ଶ ପାଠାଗାର ତଥା ଭଞ୍ଜଭବନକୁ ଜୋର ଜବରଦସ୍ତ ନିଜ ଅକ୍ତିଆରକୁ ନେଇ ତାଲା ପକାଇଦେଇଛି । ୧୯୫୮
Read More...

ପିସିସି ସଭାପତି ଭକ୍ତ ଚରଣ ଦାସ ରାଉରକେଲାରେ, କଂଗ୍ରେସ ଶିବିର ଚଳଚଞ୍ଚଳ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ରାଉରକେଲା ଗସ୍ତରେ ଆସିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ସହ କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଆସି ରାଉରକେଲା
Read More...

ଜିଲ୍ଲା ଲେଖକ ସାମ୍ମୁଖ୍ୟରେ ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶିଷ୍ଟ
Read More...

ରାଉରକେଲାରେ ପ୍ରଥମ କରି ସ୍କିପିଂ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ପ୍ରଥମ ଥର ପାଇଁ, ଅରିଜିନାଲ୍ ପାୱାର କ୍ଲବ୍, ଗୋଲ୍ଡ ଜିମ୍ ଏବଂ ଡିଆରପି ଫ୍ୟାନ୍ କ୍ଲବ୍ ଦ୍ୱାରା ଏକ ସ୍କିପିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ ୪୫ ଜଣ ପିଲା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ
Read More...

ପଞ୍ଚତତ୍ୱର ତ୍ରିଦିବସୀୟ ଜାତୀୟ କାର୍ଯ୍ୟକ୍ରମ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ପ୍ରତିବଦ୍ଧତା ରଖିଥିବା ଅନୁଷ୍ଠାନ ପଞ୍ଚତତ୍ୱର ତ୍ରିଦିବସୀୟ ଜାତୀୟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ୱ ତଥା ଝିଲିମା ମହାନ୍ତିଙ୍କ ସଂଯୋଜନାରେ
Read More...

ଦୃଷ୍ଟିର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଚିତ୍ରକଳା ପ୍ରତିଷ୍ଠାନ ଦୃଷ୍ଟି ତରଫରୁ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ସେକ୍ଟର ୧୮ ସ୍ଥିତ ଗୁରୁ ତେଗ ବାହାଦୁର ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୧୭ ଓ ୧୮ ତାରିଖ ଦୁଇଦିନ ଧରି ଆୟୋଜିତ ଏହି ପ୍ରଦର୍ଶନୀରେ ପ୍ରାୟ ୮୦ ଜଣ
Read More...

ସମାଜସେବୀଙ୍କ ବିୟୋଗରେ ଶୋକର ଛାୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ନିବାସୀ ସମାଜସେବୀ ହୃଦାନନ୍ଦ ପରିଡ଼ାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପରିଡ଼ା ଆର୍‌ଏସ୍‌ପିରେ ଯୋଗଦେଇ ସେଠାରେ କୋଅପରେଟିଭ ସଂସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ । ଏହାସହ
Read More...

ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ୍ ରାଉରକେଲା ୨୦୨୪-୨୫ ପାଇଁ ବାର୍ଷିକ ବିବରଣୀ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୯୦ ମସିହାରୁ ସ୍ଥାପିତ ହୋଇ ଦୀର୍ଘ ୩୫ ବର୍ଷ ଧରି ରାଉରକେଲା ସହରର ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ଦି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ୍, ରାଉରକେଲା ପକ୍ଷରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବାର୍ଷିକ ବିବରଣୀ ପ୍ରଦାନ କରାଯାଇଛି । ବିଗତ
Read More...

ସୁନ୍ଦରଗଡ ସହରରେ ପରିସ୍ଥିତି ସ୍ୱାଭାବିକତା ଆଡକୁ ଫେରୁଛି

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁଇ ଦିନର ଉତ୍ତେଜନା ପରେ ସୁନ୍ଦରଗଡ଼ ସହରରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକତା ଆଡକୁ ଫେରି ଆସୁଛି । ଗୁରୁବାର ଦିନ ସୁନ୍ଦରଗଡ ସହରର ରିଜେଣ୍ଟ ମାର୍କେଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଉତ୍ତେଜନା ଓ ଢେଲା ମାଡ ଯୋଗୁଁ ପୋଲିସ ପକ୍ଷରୁ ସେଠାରେ
Read More...