Browsing Tag

rourakela news

ସ୍ପେଶାଲ ଅଲମ୍ପିକ୍ସ, ଓଡ଼ିଶା ଆନୁକୂଲ୍ୟରେ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଭିନ୍ନକ୍ଷମ ଅନୁଷ୍ଠାନର ଆବାହକ ସରୋଜ ମହାନ୍ତିଙ୍କ ଆହ୍ଵାନରେ ହୋମ୍ ଆଣ୍ଡ ହୋପ୍ ବିଦ୍ୟାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ସ୍ପେଶାଲ ଅଲମ୍ପିକ୍ସ କମିଟି ତରଫରୁ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ଭିନ୍ନକ୍ଷମଙ୍କ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା
Read More...

ୟୁଥ ହଷ୍ଟେଲସ ଆସୋସିଏସନ୍ ଅଫ୍ ଇଣ୍ଡିଆର ୧୧୪ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ହଷ୍ଟେଲସ ଆସୋସିଏସନ୍ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ୧୧୪ତମ ପ୍ରତିଷ୍ଠା ଦିବସ ସେକ୍ଟର ୩ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । ରାଉରକେଲା ଶାଖାର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା, ଇସ୍ପାତ ନଗର କମିଟି ତରଫରୁ ଆସନ୍ତା ଖଡ୍ଗ ଶୋଭାଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ବାବାଜୀ ଚରଣ
Read More...

ମ୍ୟୁଜିକ ସର୍କଲରେ ମାସିକ ନୃତ୍ୟ ସଙ୍ଗୀତ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସଂଭ୍ରାନ୍ତ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ପରିସରରେ ନିୟମିତ ରୂପେ ନୃତ୍ୟ, ସଂଗୀତ, ଚିତ୍ରକଳା ପ୍ରଭୃତି ଶିକ୍ଷାଦାନ କରାଯାଇଥାଏ । ଚଳିତ ଅଗଷ୍ଟ ମାସ ୨୫ ତାରିଖ ଦିନ ଅନୁଷ୍ଠାନର ମାସିକ ଆସର ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ
Read More...

ସମାଜସେବୀ ବିଶ୍ୱନାଥ ବେହେରାଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାରର ବରିଷ୍ଠ ସଦସ୍ୟ ସମାଜସେବୀ ବିଶ୍ୱନାଥ ବେହେରାଙ୍କର ତା୨୪/୮/୨୦୨୩ ରିଖ ଦିନ ଭୁବନେଶ୍ଵରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ‌ହୃଦ୍‌ଘାତ ଯୋଗୁଁ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ରାଉରକେଲା ଇସ୍ପାତ
Read More...

ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ରରେ ନୂତନ ବିସ୍ତାରକଙ୍କ ଦାୟିତ୍ୱ ଗ୍ରହଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ନିର୍ବାଚନୀ ମଣ୍ଡଳୀର ବୈଠକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ନେତୃମଣ୍ଡଳୀଙ୍କ ଦ୍ଵାରା ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ର ପାଇଁ ମନୋନୀତ ବିସ୍ତାରକ ଶ୍ୟାମ ନାୟକଙ୍କୁ
Read More...

ଦେବେନ୍ଦ୍ର କୁମାର ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଶିକ୍ଷାବିତ୍ ଦେବେନ୍ଦ୍ର ଦାଶ ଥିଲେ ଜଣେ ଜ୍ଞାନୀ ଏବଂ ସ୍ୱାଭିମାନୀ ମଣିଷ ରାଉରକେଲା, (ସସ୍ମିତା ପଧାନ) : ପ୍ରଗତି ଉତ୍କଳ ସଂଘର ଆଜୀବନ ସଦସ୍ୟ ତଥା ପ୍ରକାଶନ ଉପଦେଷ୍ଟା ଶିକ୍ଷାବିତ୍ ଦେବେନ୍ଦ୍ର କୁମାର ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଂଘର ସଭାପତି ଇଂ. ପ୍ରତାପ କୁମାର ସ୍ବାଇଁଙ୍କ
Read More...

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ପେନସନ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅନ୍ତର୍ଗତ କର୍ମଚାରୀ ଭବିଷ୍ୟନିଧି ସଂଗଠନ ୧୯୫୨ମସିହାରୁ ସାରା ଦେଶରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପ୍ରଦାନ କରିଆସୁଛି । ଏହି କର୍ମରେ ରାଉରକେଲା ସ୍ଥିତ ଭବିଷ୍ୟନିଧି
Read More...

ମହାନଗର ନିଗମରେ ଅନ୍ତର୍ଭୁକ୍ତ କରିବା ସହ ମୌଳିକ ସୁବିଧା ପ୍ରଦାନ କରିବା ଦାବୀରେ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀର ଅନେକଗୁଡ଼ିଏ ବସ୍ତି ଆଜକୁ ଅନେକ ବର୍ଷ ଧରି ନାନାଦି ସମସ୍ୟାରେ ଜର୍ଜରିତ । କେତେକ ବସ୍ତିରେ ସାମାନ୍ୟ ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ । ଅନେକ ବସ୍ତିରେ ବିଜୁଳି ଆଲୁଅ, ପାଣି ସୁବିଧା ନ ଥିବା ବେଳେ ଅନେକ ବସ୍ତି
Read More...