Browsing Tag

rourakela news

ସୁନ୍ଦରଗଡ଼ ପତାଞ୍ଜଳି ଯୋଗ ସମିତି ତରଫରୁ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ମହିଳା ପ୍ରଭାରୀ ସ୍ୱାଧୀ ଡ଼. ଦେବ ପ୍ରିୟଜୀଙ୍କ ଆଗମନ ଅର୍ଥେ ରାଉରକେଲା ସ୍ଥିଥ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମହିଳା ରାଜ୍ୟ ପ୍ରଭାରୀ ଜେ ଗିରିଜା
Read More...

ସ୍ଵରାଗିଣୀ ଖୁଦୁରୁକୁଣୀ ମେଲଣ ଆସନ୍ତା ୨୫ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସ୍ଵରାଗିଣୀ ତରଫରୁ ଦ୍ୱିତୀୟ ଖୁଦୁରୁକୁଣୀ ମେଲଣ ଆସନ୍ତା ୨୫ ତାରିଖ ଦିନ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟରରେ ଅପରାହ୍ନ ୩ ଟାରେ ପାଳନ ହେବ । ଏହି ସମ୍ପର୍କରେ ଆଜି ରାଉରକେଲା କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର
Read More...

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୨୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗପୁତ ଜୀବନୀ, ଓଡିଆ ଭାଷା ଓ ଓଡିଶା ସଂପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ଓଡିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ସେକ୍ଟର ୫ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଆସନ୍ତା ୨୪ ତାରିଖ ରବିବାର ଦିନ ଭଞ୍ଜଭବନ
Read More...

ନିଟ୍ରା ତରଫରୁ ଜାତୀୟ ଯନ୍ତ୍ରୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟିର ପ୍ରାକ୍ତନ ଛାତ୍ରସଂଘ (ନିଟ୍ରା)ରାଉରକେଲା ଶାଖା ତରଫରୁ ୫୬ତମ ଜାତୀୟ ଯନ୍ତ୍ରୀ ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ନିଟ୍ରାର ରାଉରକେଲା ଶାଖାର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା, ଉପସଭାପତି ଇଂ ସୁଧାଂଶୁ ଶେଖର
Read More...

ବାଲିରେ ବାଲିଯାତ୍ରା ଆସନ୍ତା ୨୯ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଦା ଓଡିଆ ସାଧବ ପୁଅ ବଣିଜ ବେପାର କରିବା ପାଇଁ ବାଲି, ଯାଭା, ସୁମାତ୍ରା, ବୋର୍ଣ୍ଣିଓ ପ୍ରଭୃତି ଅଂଚଳକୁ ଯାତ୍ରା କରି ସେଠାରେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ସହ ଅର୍ଥନୈତିକ କ୍ଷେତ୍ରରେ ନିଜକୁ ସୁଦୃଢ କରିପାରିଥିଲେ । ତେବେ
Read More...

ହିନ୍ଦୀ ଦିବସ ସମାରୋହ

ହିନ୍ଦୀ ସର୍ବାଧିକ ପ୍ରଚାର, ପ୍ରସାର ଓ କଥିତ ଭାଷା ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଦ୍ବାରା ହିନ୍ଦୀ ଦିବସ ସମାରୋହ ସେକ୍ଟର ୧୮ ଇସ୍ପାତ ଦୀପିକା ଶିକ୍ଷା ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଦନର ପ୍ରଧାନ ଶିକ୍ଷକ ଶିଶିର କୁମାର
Read More...

ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ମେଡିକାଲ୍ ଚେକ୍ ଅପ୍‌ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ଲୁହାକେରା ନୋଡାଲ ସ୍କୁଲ୍ ଏକ ମେଡିକାଲ୍ ଚେକ୍ ଅପ୍‌ର ଆୟୋଜନ କରାଯାଇଥିଲା । ସ୍କୁଲର ପାଖାପାଖି ୨୫୦ ପିଲା ଶିବିରକୁ ଆସି ଚିକିତ୍ସା ଲାଭ କରିଥିଲେ । ହାଇଟେକ୍ ହସ୍ପିଟାଲର ଡକ୍ଟର ଲଲାତେନ୍ଦୁ ଆଚାର୍ଯ୍ୟ ଓ
Read More...

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ବୃଦ୍ଧବ୍ୟକ୍ତି ତଥା ଦିବ୍ୟାଙ୍ଗଙ୍କ ପାଇଁ ଏକ ହୁଇଲ ଚେୟାର ରେଲୱେ ଷ୍ଟେସନର ମହାପ୍ରବନ୍ଧକ ପ୍ରଭାସ ଦାଶଙ୍କୁ ପ୍ରଦାନ କରିଥିଲେ । ଏହି
Read More...

ସମାଜସେବୀଙ୍କ ବସ୍ତି ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ହାତିବନ୍ଧା ପଞ୍ଚାୟତର ଉପରବାଲିଯୋଡି ଅଞ୍ଚଳ ବୁଲିବା ସମୟରେ ପୁନର୍ବାର ଏକ ଅସହାୟ ପରିବାରକୁ ଭେଟିଥିଲେ । ଏହି ପରିବାର ମୁଖ୍ୟ ଗୁଲବଦନ କିସାନ ଯିଏକି ନିଜ ଜୀବନ ଜୀବିକାରେ ଏକ କ୍ଷୁଦ୍ର
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଦ୍ୱିତୀୟ ସ୍ଥାପନା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଦ୍ୱିତୀୟ ସ୍ଥାପନା ଦିବସ ହୋଟେଲ୍ ସେଣ୍ଟ୍ରାଲ ପାର୍କଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଉପସଭାପତି ରୋଟାରୀଆନ ଡଃ ମୀନତି ପଣ୍ଡାଙ୍କ ସଂଯୋଜନାରେ
Read More...