Browsing Tag

rourakela news

ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୬ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶାଖା ଡିଭାଇନ ଲାଇଫ ସୋସାଇଟି ତରଫରୁ ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦଜୀ ମହାରାଜ ଓ ସ୍ବାମୀ ରାମେଶ୍ବରନନ୍ଦ
Read More...

ଅନ୍ୱେଷାର ୯୩ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୯୩ତମ ସାମୁହିକ ଜନ୍ମ ଦିବସ ପାଳନ ରେଲୱେ କଲୋନୀ ସ୍ଥିତ ଶାନ୍ତି ଭବନଠାରେ ପାଳିତ ହୋଇଯାଇଛି । ଅନ୍ୱେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରୋଟାରୀଆନ ପ୍ରଶାନ୍ତ
Read More...

ରାଉରକେଲା କଲେଜକୁ ଜମି ହସ୍ତାନ୍ତର ନେଇ ମୁଖ୍ୟମନ୍ତ୍ରୀ ଓ ସେଲ୍ ଅଧ୍ୟକ୍ଷଙ୍କୁ ପ୍ରଶାନ୍ତ ସେଠୀଙ୍କ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ଇସ୍ପାତ ସହର ରାଉରକେଲାର ଏକ ପୁରାତନ କଲେଜ । ୧୯୬୬ ମସିହାରୁ ସ୍ଥାପିତ ଏହି କଲେଜ ଇଭିନିଙ୍ଗ କଲେଜ ବା ସାଂଧ୍ୟ୍ୟ ମହାବିଦ୍ୟାଳୟ ଭାବେ ପରିଚିତ । କାରଣ ସାଧାରଣରେ ଆର୍‌ଏସ୍‌ପି ଓ ବିଭିନ୍ନ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ
Read More...

ରାଉରକେଲା କଲେଜ ରେଡକ୍ରସ ୟୁନିଟ୍‌ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜ ଯୁବ ରେଡକ୍ରସ ୟୁନିଟ ଦ୍ୱାରା ଏକ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ତତ୍ତ୍ବାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଯୁକ୍ତ ୩
Read More...

ଭାରତ ସ୍କାଉଟ୍ ଓ ଗାଇଡ୍‌ର ଅନ୍ତର୍ଜାତୀୟ ଶାନ୍ତି ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ପ୍ରତିବର୍ଷ ପରି ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇଯାଇଛି । ପ୍ରତିକୂଳ ପାଗ ସତ୍ତ୍ବେ ସେକ୍ଟର ୧ ସ୍କାଉଟ ଭବନଠାରେ କବ୍ ବୁଲବୁଲ, ସ୍କାଉଟ ଗାଇଡମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଏହି ଦିବସ
Read More...

ପୂରାତନରେ ନୂତନତ୍ୱର ଦର୍ଶନ ରାଧାନାଥ କାବ୍ୟର ବୈଶିଷ୍ଟ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଗଣ୍ୟ କବିବର ରାଧାନାଥ ରାୟ ପ୍ରାଚୀନ ଓ ଆଧୁନିକ ଦର୍ଶନର ସମନ୍ୱୟରେ ସିଦ୍ଧହସ୍ତ ଥିଲେ ବୋଲି ମୁଖ୍ୟ ଆଲୋଚିକା ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ନୀତୁ ସେଠ୍ ଆଦର୍ଶ ପାଠାଗାର ଦ୍ବାରା ଆୟୋଜିତ ଆଦର୍ଶ
Read More...

କ୍ୱାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆର ଦ୍ୱିଦିବସୀୟ କାର୍ଯ୍ୟକ୍ରମ ଆସନ୍ତା ୨୩ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆର ରାଉରକେଲା ଶାଖା ଓ ଛେଣ୍ଡ ସ୍ଥିତ ରିମ୍ସର ମିଳିତ ଆନୁକୂଲ୍ୟରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ତଳସ୍ତରର କର୍ମଚାରୀମାନଙ୍କର ଜ୍ଞାନ, ଦକ୍ଷତା ଓ ସେମାନଙ୍କ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଏକ
Read More...

ସମୃଦ୍ଧ ଭାରତ ପାଇଁ ହିନ୍ଦୁତ୍ୱ ଆଧାରିତ ଶିକ୍ଷା ଏକାନ୍ତ ଆବଶ୍ୟକ : ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷା ହେଉଛି ସମାଜ ଓ ରାଷ୍ଟ୍ରର ଦର୍ପଣ ସଦୃଶ । ଏହା ମାନବୀୟ ମୂଲ୍ୟବୋଧକୁ ଦୃଢ଼ତା ପ୍ରଦାନ କରିଥାଏ । ଶିକ୍ଷା ରହିତ ମଣିଷ କେବେ କେବେ ସାମାଜିକ ଶୃଙ୍ଖଳାର ବାହକ ହୋଇପାରିବନି । ଏହା ବାସ୍ତବିକ ଜୀବନଧାରା ଓ ଜୀବନଚର୍ଯ୍ୟାର ମାର୍ଗଦର୍ଶକ । ତେବେ
Read More...

ବନ୍ଦେଭାରତ ଏକ୍ସପ୍ରେସକୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିକାଶ ମଞ୍ଚ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ଦୀର୍ଘ ଦିନର ଦାବୀ ଫଳରେ ଆଜି ନୂତନ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ରାଉରକେଲା ରେଳଷ୍ଟେସନ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବରେ ଗଡ଼ିଥିଲା । ଏହି ଟ୍ରେନ ରାଉରକେଲାରେ ପହଂଚିବା କ୍ଷଣି ବିକାଶ ମଞ୍ଚର
Read More...

ରାଉରକେଲା ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଜଗଦାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଇଣ୍ଟ୍ରାକ୍ଟ କ୍ଲବର ତୃତୀୟ ସ୍ଥାପନା ଦିବସ ପାଳନ କରାଯାଇଥିଲା । ଇଂରାଜୀ ପ୍ରତିଯୋଗିତା କରାଯାଇ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ
Read More...