ବିପିୟୁଟି ପକ୍ଷରୁ ଏନଇପି-୨୦୨୦ କାର୍ଯ୍ୟକାରିତା ଉପରେ ଜାତୀୟ କର୍ମଶାଳା ଆୟୋଜିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପକ୍ଷରୁ 'ଏନଇପି-୨୦୨୦: ଅଭିମୁଖୀକରଣ ଏବଂ ସଚେତନତା' ଶୀର୍ଷକ ଏକ ଆଠ ଦିନିଆ ଜାତୀୟ ଆଭାସୀ କର୍ମଶାଳା ଜାନୁଆରୀ ୧୫ରୁ ୨୩, ୨୦୨୬ ପର୍ଯ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...