Browsing Tag

rourakela news

ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟର ସେତୁ ଥିଲେ କବିସୂର୍ଯ୍ୟ ବଳଦେବ ରଥ : ଡ଼ଃ ଷଡ଼ଙ୍ଗୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟର ସେତୁ ଥିଲେ କବିସୂର୍ଯ୍ୟ ବଳଦେବ ରଥ ବୋଲି ଆଲୋଚକ ଡ଼ଃ କୃଷ୍ଣକେଶବ ଷଡ଼ଙ୍ଗୀ ମତପ୍ରକାଶ କରିଛନ୍ତି । ଛେଣ୍ଡ ସ୍ଥିତ ଚିନ୍ମୟ ବିଦ୍ୟାଳୟଠାରେ ସଚ୍ଚିଦାନନ୍ଦ ସ୍ମାରକୀ ନିଧି ପକ୍ଷରୁ ଆୟୋଜିତ ସଚ୍ଚିଦାନନ୍ଦ ସ୍ମାରକୀ
Read More...

ବାସନ୍ତୀ ପାଠାଗାରରେ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାଠାଗାର ପରିସରରେ ସାମାଜିକ ପ୍ରତିବଦ୍ଧତା ନେଇ ଏକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲର ଅସ୍ଥି ଶଲ୍ୟ ବିଶେଷଜ୍ଞ
Read More...

କଲ୍ୟାଣୀ କଳା କେନ୍ଦ୍ରର ଆଇ କ୍ୟାନ ଡ୍ୟାନ୍ସ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କଲ୍ୟାଣୀ କଳା କେନ୍ଦ୍ରର ଆଇ କ୍ୟାନ ଡ୍ୟାନ୍ସ କାର୍ଯ୍ୟକ୍ରମ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଦେବେନ୍ଦ୍ର ପଲେଇଙ୍କ ଆବାହକତ୍ଵରେ ଆୟୋଜିତ ଆଇଜିଏଚ୍‌ର
Read More...

‘ପାପ ହାଟ’ ଓ ‘ସୁଖ ସାତପର ଦୁଃଖ ନିଜର’ ନାଟକ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟଠାରେ ଦୁଇଦିନ ଧରି ଦୁଇଟି ନାଟକ 'ପାପ ହାଟ' ଓ 'ସୁଖ ସାତପର ଦୁଃଖ ନିଜର' ମଞ୍ଚସ୍ଥ ହୋଇଯାଇଛି । ଉଭୟ ନାଟକକୁ ସୁରେନ୍ଦ୍ର ପାଢ଼ୀ ନିର୍ଦ୍ଦେଶନା ଦେଇଥିବା ବେଳେ ସହଯୋଗୀ
Read More...

ନିର୍ମାଣ ଶ୍ରମିକଙ୍କୁ ସଚେତନ ଏବଂ ସରକାରୀ ସୁଖ ସୁବିଧା ବିଷୟରେ ଜଣାଇବା ଆବଶ୍ୟକ : ହିନ୍ଦ୍ ମଜଦୁର ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଜନଶକ୍ତି ନିର୍ମାଣ ଶ୍ରମିକ ସଭା ଓ ଜନତା ମଜଦୁର ସଂଘ ମିଳିତ ଆନୁକୂଲ୍ୟରେ ସେକ୍ଟର ୭ ସ୍ଥିତ ସଂଗଠନର କାର୍ଯ୍ୟାଳୟ ସିଅରଠାରେ ଏକ ନିର୍ମାଣ ଶ୍ରମିକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶ୍ରମିକ ନେତା ତଥା ରାଜ୍ୟ ହିନ୍ଦ୍
Read More...

ସହୃଦ ସେବା ସଂଘର ରଜତ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ସଂଗଠନ ସୁହୃଦ ସେବା ସଂଘ ଆଜି ସେକ୍ଟର ୭ ସ୍ଥିତ ଚିନ୍ମୟ ମିଶନଠାରେ ତାହାର ରୌପ୍ୟ ଜୟନ୍ତୀ ପାଳନ କରିଛି । ଏଥିରେ ମୁଖ୍ୟବକ୍ତା ସ୍ୱାମୀ ନିର୍ଲିତ୍ପା ନନ୍ଦ ସରସ୍ୱତୀ, ମୁଖ୍ୟ ଅତିଥି ଆଇଜିଏଚ୍‌ର ନିର୍ଦ୍ଦେଶକ ଡାକ୍ତର.ବିରଞ୍ଚି କୁମାର ହୋତା ଓ
Read More...

ଉର୍ଦ୍ଧୁ ବିଦ୍ୟାଳୟରେ ବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାସନପୁର ରାଉରକେଲାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ବିଶ୍ରା ବ୍ଲକର ଏବିଇଓ କୃପାସିନ୍ଧୁ ପତିଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳାରେ ୨୫ଟି ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ
Read More...

ରାଉରକେଲା ଆଇନ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଦେବେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ଡାକ୍ତର ରାଧାନାଥ ଶତପଥୀ ମୁଖ୍ୟଅତିଥି
Read More...

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : କୁଆଁରମୁଣ୍ଡା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କୁଆଁରମୁଣ୍ଡା ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପ୍ରତିଭାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକଳ୍ପକୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ
Read More...

ଯୁବଶକ୍ତି କ୍ଲବ ତରଫରୁ ଫୁଟ୍‌ବଲ୍‌ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ଏ ବ୍ଲକ ସ୍ଥିତ ଯୁବଶକ୍ତି କ୍ଲବ ତରଫରୁ ଏକ ଫୁଟବଲ ପ୍ରତିଯୋଗିତା ଗତ ୧୫ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ପ୍ରତିଯୋଗିତା ନକ୍‌ଆଉଟ ଭିତ୍ତିକ ହୋଇଥିବା
Read More...